ବ୍ରହ୍ମପୁର: ଛତ୍ରପୁର ଉପ-କାରାଗାର ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଗଞ୍ଜାମ ଜିଲ୍ଲାପାଳ । ଜିଲ୍ଲାପାଳ ବିଜୟ ଅମୃତା କୁଲାଙ୍ଗେ ଅତର୍କିତ ଭାବରେ ଉପକାରାଗାରରେ ପହଞ୍ଚି ସେଠାରେ ଅନ୍ତେବାସୀଙ୍କ ପାଇଁ ରୋଷେଇ କରାଯାଇଥିବା ଖାଦ୍ୟର ମାନକୁ ଯାଞ୍ଚ କରିଥିଲେ ।
ଛତ୍ରପୁର ଜେଲ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲ୍ଲାପାଳ - ଛତ୍ରପୁର ଜେଲ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲ୍ଲାପାଳ
ଛତ୍ରପୁର ଉପ-କାରାଗାର ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଗଞ୍ଜାମ ଜିଲ୍ଲାପାଳ । ଅଧିକ ପଢନ୍ତୁ

ଛତ୍ରପୁର ଜେଲ ପରିଦର୍ଶନ କରି ଖାଦ୍ୟର ମାନ ଯାଞ୍ଚ କଲେ ଜିଲ୍ଲାପାଳ
ରାଜ୍ୟର ବିଭିନ୍ନ ଜେଲରେ ଅନ୍ତେବାସୀଙ୍କୁ ପ୍ରଦାନ କରାଯାଉଥିବା ଖାଦ୍ୟକୁ ନେଇ ପ୍ରଶ୍ନ ଉଠୁଥିବା ବେଳେ ଜିଲ୍ଲାପାଳଙ୍କ ଏଭଳି ଗସ୍ତ ସହ ଖାଦ୍ୟର ଯାଞ୍ଚ ସହିତ ସେଠାକାର ପରିମଳ ଓ ସଫେଇ ବ୍ୟବସ୍ଥା ଅନୁଧ୍ୟାନ କରିବା ନିଶ୍ଚିତ ଅନ୍ୟ ଜିଲ୍ଲା ପାଇଁ ଉଦାହରଣ କହିଲେ ଅତ୍ୟୁକ୍ତି ହେବ ନାହିଁ ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ