ବ୍ରହ୍ମପୁର: ଜିଲ୍ଲା ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମ ଘରେ ଘରେ ପୁଜା ପାଇବେ ବିଘ୍ନରାଜ ଗଜାନନ । କୋଭିଡ ୧୯ କଟକଣାକୁ ନେଇ ଆଗାମୀ ଗଣେଷ ପୂଜା ସେଲିବ୍ରେସନ ନକରିବା ପାଇଁ ଜିଲ୍ଲାପାଳ ଟ୍ବିଟ ମାଧ୍ୟମରେ ଅବଗତ କରିବା ପରେ ଚଳିତ ବର୍ଷ ଘରେ ଘରେ ପାଳନ ହେବ ଏହି ପୂଜା। ଆଉ 2 ଦିନ ପରେ ପୂଜା ହେବାକୁ ଥିବାରୁ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି ।
ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମରେ ଘରେ ଘରେ ପୂଜା ପାଇବେ ଗଜାନନ - Gajanan will be worshiped at home
ଆଉ 2 ଦିନ ପରେ ପୂଜା ହେବାକୁ ଥିବାରୁ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି ।
ପ୍ରଶାସନର କଟକଣା ମଧ୍ୟରେ ଗଞ୍ଜାମ ଘରେ ଘରେ ପୂଜା ପାଇବେ ଗଜାନନ
ଆଉ ଏଭଳି ସମୟରେ ସହରର ବିଭିନ୍ନ ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନରେ ଭିଡ ଜମୁଥିବା ଦେଖାଯାଇଛି । ଏଭଳି ସମୟରେ ଘରେ ପୂଜା କରିବା ପାଇଁ ୪୦ ଟଙ୍କାଠାରୁ ଆରମ୍ଭ କରି ୫୦୦ ଟଙ୍କା ପର୍ଯ୍ୟନ୍ତ ମୂର୍ତ୍ତି ବିକ୍ରି ହେଉଥିବା ବେଳେ କଟକଣା ମଧ୍ୟରେ କିଭଳି ପାଳନ କରିବେ ରେଶମ ସହରବାସୀ ।
ବ୍ରାହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ