ଓଡିଶା

odisha

ETV Bharat / city

କୃଷିରୁ ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ

ଗଞ୍ଜାମ ଜିଲ୍ଲାରେ 5 ହଜାର ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଗଲା ୭୫ କୋଟି ଟଙ୍କାର ରଣ । କୃଷି ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ରଣ ପ୍ରଦାନ କରାଯାଇଛି । ଅଧିକ ଖବର ପଢନ୍ତୁ...

କୃଷିରୁ ଆରମ୍ଭ କରି ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ

By

Published : Oct 3, 2019, 11:43 PM IST

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲାରେ 5 ହଜାର ବ୍ୟାଙ୍କ ଆକାଉଣ୍ଟକୁ ପ୍ରଦାନ କରାଗଲା ୭୫ କୋଟି ଟଙ୍କାର ରଣ । କୃଷି ଠାରୁ ଆରମ୍ଭ କରି ମିଶନ ଶକ୍ତି ପର୍ଯ୍ୟନ୍ତ ବିଭିନ୍ନ କ୍ଷେତ୍ରରେ ଏହି ରଣ ପ୍ରଦାନ କରାଯାଇଛି । ଏନେଇ ଗଞ୍ଜାମ ଜିଲ୍ଲାର ସଦର ମହକୁମ୍ମା ଛତ୍ରପୁର ଠାରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

କୃଷିରୁ ଆରମ୍ଭ କରି ମିଶନ ଶକ୍ତି, 5 ହଜାର ଆକାଉଣ୍ଟକୁ ଗଲା ୭୫ କୋଟିର ରଣ

ଖବର ଅନୁଯାୟୀ, ଏହି ନିୟମରେ ମୁଖ୍ୟତଃ ବ୍ୟାଙ୍କ ପକ୍ଷରୁ ପ୍ରତ୍ୟେକ ଗ୍ରାହକଙ୍କ ନିକଟକୁ ଯେପରି ଏହି ସେବା ପହଞ୍ଚିବ ତାହାର ମୂଳ ଲକ୍ଷ୍ୟ ବୋଲି କୁହାଯାଇଥିଲା । ଏହି ଅବସରରେ ଆୟୋଜିତ କାର୍ଯ୍ୟକ୍ରମରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ, ଆନ୍ଧ୍ର ବ୍ୟାଙ୍କର ସାଧାରଣ ପରିଚାଳକ ବ୍ରହ୍ମାନନ୍ଦ ରେଡ୍ଡି ଉପସ୍ଥିତ ଥିଲେ ।

ଏହାସହ ଏଲ୍.ଡି.ଏମ୍ ଅଶୋକ କୁମାର ପଣ୍ଡା ଏବଂ ବ୍ରହ୍ମପୁରର ଡି.ଜି.ଏମ୍ ଭୁବନେଶ୍ବର ନାୟକ ପ୍ରମୁଖଙ୍କ ସମେତ ବଭିନ୍ନ ବ୍ୟାଙ୍କର ବରିଷ୍ଠ ଅଧିକାରୀ ମାନେ ଯୋଗ ଦେଇଥିଲେ ।


ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details