ଓଡିଶା

odisha

ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ

By

Published : Jan 5, 2022, 8:51 AM IST

ବ୍ରହ୍ମପୁର ସହର ସମେତ କିଛି ସ୍ଥାନରେ ମୃଦୁ ଭୂମିକମ୍ପ ଝଟକା । ମଙ୍ଗଳବାର ରାତିରେ ଅନୁଭୂତ ହୋଇଛି ଏହି ଭୂକମ୍ପ । ଅଧିକ ପଢନ୍ତୁ

ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ
ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ

ବ୍ରହ୍ମପୁର:ଗଞ୍ଜାମ ବ୍ରହ୍ମପୁର ସହରରେ ଭୂମିକମ୍ପ ଝଟକା । ମଙ୍ଗଳବାର ରାତିରେ ବ୍ରହ୍ମପୁର ସମେତ କେତେକ ସ୍ଥାନରେ କିଛି ସେକେଣ୍ଡ ପାଇଁ ଭୂକମ୍ପ ଅନୁଭୂତ ହୋଇଥିବା ଜଣାପଡିଛି । ଏପରିକି ଓଡିଶା ଆନ୍ଧ୍ର ସୀମାନ୍ତ ଇଚ୍ଛାପୁର ଅଞ୍ଚଳର କିଛି ସ୍ଥାନରେ ମଧ୍ୟ ଏଭଳି ମୃଦ ଭୂମିକମ୍ପ ଅନୁଭୂତ ହୋଇଥିବା ସୂଚନା ମିଳିଛି ।

ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ

ଯାହା ସୂଚନା ରହିଛି, ୨ ରୁ ୩ ସେକେଣ୍ଡ ପାଇଁ ଭୂମିକମ୍ପ ଅନୁଭୂତ ହୋଇଥିଲା । କେତେକଙ୍କ ଘରର ଆସବାବପତ୍ର ହଲିବା ଆରମ୍ଭ କରିଥିଲା । ଯାହାଫଳରେ ଭୟରେ ଲୋକେ ଘର ବାହାରକୁ ଚାଲି ଆସିଥିଲେ ।

ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ
ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ
ବ୍ରହ୍ମପୁରରେ ମୃଦୁ ଭୂମିକମ୍ପ ଅନୁଭୂତ

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details