ଓଡିଶା

odisha

ବ୍ରହ୍ମପୁରରେ ଧୂମଧାମରେ ଚାଲିଛି ମା’ଙ୍କ ଅଷ୍ଟମୀ ପୂଜା

ଚାଲିଛି ପାର୍ବଣ । ଧରାପୃଷ୍ଠକୁ ଓହ୍ଲାଇଛନ୍ତି ମା’ ଜଗତ ଜନନୀ । ଆଜି ଅଷ୍ଟମୀରେ କେମିତି ଥିଲା ବ୍ରହ୍ମପୁରରେ ମାଙ୍କ ପୂଜା ଦେଖନ୍ତୁ ।

By

Published : Oct 6, 2019, 11:45 PM IST

Published : Oct 6, 2019, 11:45 PM IST

ଫଟୋ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁର: ବ୍ରହ୍ମପୁର ସହରର ବିଭିନ୍ନ ପୂଜା ମଣ୍ଡପରେ ହୋଇଛି ମା ଜଗତ ଜନନୀଙ୍କ ମହାଷ୍ଟମୀ ପୂଜା । ମାଙ୍କ ମହାଷ୍ଟମୀ ପୂଜା ପାଇଁ ପାରମ୍ପରିକ ରୀତିନୀତିରେ ପୂଜା ଚାଲିଥିବା ବେଳେ ମାଆଙ୍କ ସନ୍ଧି ପୂଜା ମଧ୍ୟ ଆୟୋଜିତ ହୋଇଛି ।

ସହରର ବିଭିନ୍ନ ପୂଜା ମଣ୍ଡପରେ ମାଙ୍କ ମହାଷ୍ଟମୀ ପୂଜା ହୋଇଥିବା ବେଳେ ପୀଠରେ ହୋଇଛି ମହାନବମୀ ପୂଜା । ବ୍ରହ୍ମପୁର ସହରର ସେଲଟ୍ୟାକ୍ସ ପୂଜା କମିଟୀର କର୍ମକର୍ତ୍ତାଙ୍କ ସହ ଅଧିକ ଆଲୋଚନା କରିଛନ୍ତି ଆମ ସମ୍ବାଦଦାତା ଦେଖନ୍ତୁ....

ଭିଡିଓ ସୌଜନ୍ୟ: ସମ୍ବାଦଦାତା, ବ୍ରହ୍ମପୁର

ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ

ABOUT THE AUTHOR

...view details