ବ୍ରହ୍ମପୁର:ରାଜ୍ୟରେ କୋଭିଡ ମୁକାବିଲା ପାଇଁ ସରାକାର ଉଦ୍ୟମ ଜାରି ରଖିଛନ୍ତି । ଏହି ସମୟରେ ସହାୟତାର ହାତ ବଢାଇଛନ୍ତି ଗଞ୍ଜାମ ଜିଲ୍ଲାର ଚିକିଟି ମହାବିଦ୍ୟାଳୟ ଓ ତହସିଲ କାର୍ଯ୍ୟାଳୟ । କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ କରିଛନ୍ତି ।
କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ - କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ
କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ । ସହାୟତାର ହାତ ବଢାଇଲେ ଚିକିଟି ମହାବିଦ୍ୟାଳୟ ଓ ତହସିଲ କାର୍ଯ୍ୟାଳୟର କର୍ମଚାରୀ । ଅଧିକ ପଢନ୍ତୁ....
କୋଭିଡ ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀଙ୍କ ରିଲିଫ ଫଣ୍ଡକୁ ସହାୟତା ପ୍ରଦାନ
ଚିକିଟି ମହାବିଦ୍ୟାଳୟର ସମସ୍ତ କର୍ମଚାରୀମାନେ ଏକାଠି କରିଥିବା ୮୦ ହଜାର ଟଙ୍କାକୁ କଲେଜ ଅଧ୍ୟକ୍ଷ ଡିମାଣ୍ଡ ଟ୍ରାଫ୍ଟ ଆକାରରେ ଉପଜିଲ୍ଲାପାଳଙ୍କୁ ରାଶି ପ୍ରଦାନ କରିଥିଲେ । ସେହିପରି ଚିକିଟି ତହସିଲ ପକ୍ଷରୁ ୩୫,୫00 ଟଙ୍କା ପ୍ରଦାନ କରାଯାଇଛି । ପୂର୍ବରୁ ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାର ବିଭିନ୍ନ ସ୍ଥାନରେ ରାଜ୍ୟ ସରକାରଙ୍କ ନିକଟକୁ କୋଭିଡ ପରିଚାଳନା ପାଇଁ ସହାୟତା ରାଶି ପ୍ରଦାନ କରିଥିବାର ନଜର ରହିଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ ଇଟିଭି ଭାରତ
TAGGED:
m relief fund for covid