ବ୍ରହ୍ମପୁର: ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି ବ୍ରହ୍ମପୁରର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ । ଗତ ଅଗଷ୍ଟରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦେଶର ବିଭିନ୍ନ ବ୍ୟାଙ୍କକୁ ମିଶ୍ରଣ କରାଯାଇଥିବା ବେଳେ ଏହାକୁ ବିରୋଧ କରାଯାଉଛି । ୧୦ ଟି ବ୍ୟାଙ୍କକୁ ମିଶ୍ରଣ କରାଯାଇ ଚାରୋଟି ବ୍ୟାଙ୍କ କରାଯିବା ପରେ ଏହାକୁ ବ୍ୟାଙ୍କ କର୍ମଚାରୀ ମାନେ ବିରୋଧ କରିଛନ୍ତି ।
ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟରେ ବ୍ରହ୍ମପୁରର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ ସାମିଲ - strike called by all bank union of india
ସର୍ବଭାରତୀୟ ବ୍ୟାଙ୍କ ଧର୍ମଘଟରେ ସାମିଲ ହୋଇଛନ୍ତି ବ୍ରହ୍ମପୁରର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ । ଏନେଇ ବ୍ୟାଙ୍କ କର୍ମଚାରୀଙ୍କ ସହ ଅଧିକ ଆଲୋଚନା କରିଛନ୍ତି ବ୍ରହ୍ମପୁର ପ୍ରତିନିଧି...
ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟରେ ସାମିଲ ହେଲେ ବ୍ରହ୍ମପୁରର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ
ସର୍ବ ଭାରତୀୟ ବ୍ୟାଙ୍କ ଧର୍ମଘଟରେ ସାମିଲ ହେଲେ ବ୍ରହ୍ମପୁରର ବିଭିନ୍ନ ରାଷ୍ଟ୍ରାୟତ ବ୍ୟାଙ୍କ
ସୋମବାର ପ୍ରାୟ 3 ଲକ୍ଷ 50 ହଜାର ବ୍ୟାଙ୍କ କର୍ମଚାରୀ ଆନ୍ଦୋଳନରେ ସାମିଲ ହୋଇଥିଲେ । କିଭଳି ଚାଲିଛି ଆନ୍ଦୋଳନ ସେ ନେଇ ବ୍ରହ୍ମପୁର ଆନ୍ଧ୍ର ବ୍ୟାଙ୍କ ସମ୍ମୁଖରେ ଆନ୍ଦୋଳନ କରୁଥିବା କର୍ମଚାରୀଙ୍କ ସହ ଆଲୋଚନା କରିଛନ୍ତି ଆମ ପ୍ରତିନିଧି ସମୀର ଆଚାର୍ଯ୍ୟ...