ବ୍ରହ୍ମପୁର: ସହରର ବିଭିନ୍ନ ବଜାରରେ ବ୍ୟବସାୟୀଙ୍କ କୋଭିଡ ପଞ୍ଚସୁତ୍ର ନିୟମର ରିଆଲଟି ଚେକ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ସ୍ଥିତି । ଏଭଳି ସମୟରେ ସମସ୍ତେ ଅଧିକ ସତର୍କ ରହିବା ସହ ଜନଗହଳିଠାରୁ ସମସ୍ତେ ଦୂରେଇ ରହିବା ଏବଂ ବଜାରର ସମସ୍ତ ବ୍ୟବସାୟୀମାନେ ଜିଲ୍ଲା ପ୍ରଶାସନର କୋଭିଡ ପଞ୍ଚସୂତ୍ର ନିୟମକୁ କଡାକଡି ପାଳନ କରିବାକୁ ଆହ୍ବାନ କରାଯାଉଛି ।
ବ୍ରହ୍ମପୁର ସହରରେ କେତେ ସତର୍କ ଜନତା, ଜିଲ୍ଲାପାଳଙ୍କ ରିଆଲିଟି ଚେକ - ବ୍ରହ୍ମପୁରରେ କୋରୋନା ସ୍ଥିତି
ସହରର ବିଭିନ୍ନ ବଜାରରେ ବ୍ୟବସାୟୀଙ୍କ କୋଭିଡ ପଞ୍ଚସୁତ୍ର ନିୟମର ରିଆଲଟି ଚେକ୍ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ବ୍ରହ୍ମପୁର ସହର ସମେତ ଗଞ୍ଜାମ ଜିଲ୍ଲାରେ ଧିରେ ଧିରେ ସୁଧୁରିବାରେ ଲାଗିଛି କୋରୋନା ସ୍ଥିତି ।
![ବ୍ରହ୍ମପୁର ସହରରେ କେତେ ସତର୍କ ଜନତା, ଜିଲ୍ଲାପାଳଙ୍କ ରିଆଲିଟି ଚେକ berhampur latest news, corona condition in berhampur, berhampur collector's reallity check, ବ୍ରହ୍ମପୁର ଲାଟେଷ୍ଟ ନ୍ୟୁଜ୍, ବ୍ରହ୍ମପୁରରେ କୋରୋନା ସ୍ଥିତି, ବ୍ରହ୍ମପୁର ଜିଲ୍ଲାପାଳଙ୍କ ରିଆଲିଟି ଚେକ](https://etvbharatimages.akamaized.net/etvbharat/prod-images/768-512-8915475-thumbnail-3x2-bam.jpg)
ବ୍ରହ୍ମପୁର ସହରରେ କେତେ ସତର୍କ ଜନତା, ଜିଲ୍ଲାପାଳଙ୍କ ରିଆଲିଟି ଚେକ
ବ୍ରହ୍ମପୁର ସହରରେ କେତେ ସତର୍କ ଜନତା, ଜିଲ୍ଲାପାଳଙ୍କ ରିଆଲିଟି ଚେକ
ହେଲେ ବ୍ରହ୍ମପୁରର ପ୍ରମୁଖ ବ୍ୟବସାୟୀମାନେ ପଞ୍ଚସୁତ୍ର ନିୟମକୁ କେତେ ଦୂର ପାଳନ କରୁଛନ୍ତି ତାହାର ରିଆଲଟି ଚେକ କରିଛନ୍ତି ଗଞ୍ଜାମ ଜିଲ୍ଲାପାଳ ଓ ତାଙ୍କ ଟିମ୍ । ଏପରିକି ଜିଲ୍ଲାପାଳ ଏହି ସମୟରେ କୋଭିଡ ନିୟମର ଉଲ୍ଲଙ୍ଘନ କରୁଥିବା ବ୍ୟବସାୟୀଙ୍କୁ ତାଗିଦ କରିବା ସହ ମାସ୍କ ପରିଧାନ କରୁନଥିବା ବ୍ୟବସାୟୀଙ୍କଠାରୁ ନିଜେ ସତର୍କ ରହିବାକୁ ପରାମର୍ଶ ମଧ୍ୟ ଦେଇଥିଲେ । ପ୍ରଶାସନ ଏବଂ ଜିଲ୍ଲାପାଳଙ୍କ ବାରମ୍ବାର ପଦକ୍ଷେପ ଯୋଗୁଁ ବହୁ ମାତ୍ରାରେ ଜନସଚେତନତା ସୃଷ୍ଟି ହୋଇଥିବା ଦେଖାଯାଇଛି ।
ବ୍ରହ୍ମପୁରରୁ ସମୀର ଆଚାର୍ଯ୍ୟ, ଇଟିଭି ଭାରତ