ବାଲେଶ୍ଵର: ଖଇରା ଥାନା ଅଞ୍ଚଳର ଏକ ମାରପିଟ ଭିଡିଓ ଭାଓରାଲ ହୋଇଛି । ମିଳିଥିବା ସୂଚନା ଅନୁସାରେ, ଖଇରା ଥାନା ରୁଢିଙ୍ଗିଆ ଗ୍ରାମର ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ଅଙ୍ଗନବାଡି କର୍ମୀ ମିନତୀ ନାୟକ ଓ ତାଙ୍କ ସ୍ବାମୀ ଅଶୋକ ସେହି ଗ୍ରାମର କୈଳାସ ବରାଳଙ୍କୁ ମାଡ ମାରୁଥିବା ଦେଖିବାକୁ ମିଳିଛି ।
ମାରପିଟର ଭିଡିଓ ଭାଇରାଲ: ଥାନାରେ ଏତଲା, ପୋଲିସର ତଦନ୍ତ ଜାରି - video of the beating goes viral
ବାଲେଶ୍ବର ଜିଲ୍ଲା ଖଇରା ଥାନା ଅଞ୍ଚଳର ଏକ ମାରପିଟ ଭିଡିଓ ଭାଓରାଲ ହୋଇଛି । ଏହି ଭିଡିଓଟି ଖଇରା ଥାନା ରୁଢିଙ୍ଗିଆ ଗ୍ରାମର ହୋଇଥିବା ଜଣାପଡିଛି । ଅଧିକ ପଢନ୍ତୁ...

ମାରପିଟର ଭିଡିଓ ଭାଇରାଲ
ମାରପିଟର ଭିଡିଓ ଭାଇରାଲ
କୈଳାସଙ୍କୁ ଆକ୍ରମଣ କରୁଥିବା ଦେଖି ତାଙ୍କ ଝିଅ ଉଦ୍ଧାର କରିବା ପାଇଁ ଯାଇଥିବାବେଳେ ତାଙ୍କୁ ମଧ୍ୟ ଆକ୍ରମଣ ହୋଇଥିବା ଅଭିଯୋଗ ହୋଇଛି। ଗୁରୁତର ଅବସ୍ଥାରେ କୈଳାସ ଖଇରା ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସେପଟେ ଏନେଇ ଥାନାରେ ଲିଖିତ ଅଭିଯୋଗ ପରେ ପୋଲିସ ତଦନ୍ତ ଆରମ୍ଭ କରିଥିବା ଜଣାପଡିଛି ।
ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ