ବାଲେଶ୍ବର: ଜିଲ୍ଲା ଖଇରା ବ୍ଲକ ବାହାଦୁଲପୁରରେ ଚାରୋଟି ମନ୍ଦିରରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଅଭିଯୋଗ ଅନୁସାରେ, ମଙ୍ଗଳବାର ବିଳମ୍ବିତ ରାତିରେ ତାରିଣୀ ମନ୍ଦିର, ରାଧାକୃଷ୍ଣ ମନ୍ଦିର, ଭୈରବୀ ମନ୍ଦିର ଓ ଗୁଣ୍ତିଚା ମନ୍ଦିରରୁ ଦୁର୍ବୃତ୍ତ ମାନେ କଳାକନା ବୁଲାଇଥିବା ପୂଜକ ଜାଣିବାକୁ ପାଇଥିଲେ।
ରାତିଅଧିଆ 4 ମନ୍ଦିରରୁ ଲୁଟିନେଲେ ଲକ୍ଷାଧିକ ଟଙ୍କା - 4 ଟି ମନ୍ଦିରରୁ ସିରିଜ ଲୁଟ
ବାଲେଶ୍ବର ଜିଲ୍ଲା ଖଇରା ବ୍ଲକ ବାହାଦୁଲପୁରରେ ଚାରୋଟି ମନ୍ଦିରରେ ସିରିଜ ଲୁଟ ହୋଇଥିବା ଅଭିଯୋଗ ହୋଇଛି। ଜାଣନ୍ତୁ ପୁରା ଖବର...

ଗୋଟିଏ ରାତିରେ 4 ଟି ମନ୍ଦିରରୁ ସିରିଜ ଲୁଟ
ଗୋଟିଏ ରାତିରେ 4 ଟି ମନ୍ଦିରରୁ ସିରିଜ ଲୁଟ
ଚାରୋଟି ମନ୍ଦିରରୁ ସୁନା, ରୂପା ସମେତ ଲକ୍ଷ୍ୟାଧିକ ଟଙ୍କା ଚୋରି ହୋଇଥିବା ଜଣାପଡିଛି। ଅଭିଯୋଗ ପାଇ ଖଇରା ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଥିବା ଜଣାପଡ଼ିଛି।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ