ଓଡିଶା

odisha

ETV Bharat / city

ରେଳ ଫାଟକ ପାଖରେ Passanger Halt ଦାବିରେ ଧାରଣା - ରେଳରୋକ ପାଇଁ ବାଲେଶ୍ବରରେ ଧାରଣା

ରେମୁଣା ନିର୍ବାଚନ ମଣ୍ଡଳୀ ଅଧିନ ବାଙ୍ଗରାରେ ଥିବା ରେଳ ଫାଟକ ଠାରେ ଏକ Passanger Halt ରେଳ ଷ୍ଟେସନ ଓ ରେଳ ଫାଟକ ପାଖରେ ଏକ ଗଳା ପୋଲୋ ନିର୍ମାଣ ଦାବିରେ ସାମାଜିକ ନ୍ୟାୟ ଓ ଅଧିକାର ମଞ୍ଚ ପକ୍ଷରୁ ଧାରଣା । ଅଧିକ ପଢନ୍ତୁ

Protest in Balasore for Train stopage in bangara
ଟ୍ରେନ ରହଣିସ୍ଥଳ ଏବଂ ଗଳା ପୋଲୋ ନିର୍ମାଣ ଦାବିରେ ସାମାଜିକ ନ୍ୟାୟ ଓ ଅଧିକାର ମଞ୍ଚର ଧାରଣା

By

Published : May 16, 2022, 1:45 PM IST

Updated : May 16, 2022, 2:00 PM IST

ବାଲେଶ୍ବର:ଜିଲ୍ଲାର ରେମୁଣା ନିର୍ବାଚନ ମଣ୍ଡଳୀ ଅଧିନ ବାଙ୍ଗରାରେ ଥିବା ରେଳ ଫାଟକଠାରେ ଏକ Passanger Halt ରେଳ ଷ୍ଟେସନ ଓ ରେଳ ଫାଟକ ପାଖରେ ଏକ ଗଳା ପୋଲୋ ନିର୍ମାଣ ଦାବିରେ ସାମାଜିକ ନ୍ୟାୟ ଓ ଅଧିକାର ମଞ୍ଚ ପକ୍ଷରୁ ଧାରଣା ଦିଆଯାଇଛି । ପୂର୍ବରୁ ଏହିଠାରେ ରେଳରୋକ ପାଇଁ ପ୍ରସ୍ତାବ ରହିଥିଲା । ରେଳବାଇ ପକ୍ଷରୁ ଏକ ଟିମ ବାଙ୍ଗରା ରେଳ ଫାଟକ ଠାରେ ପହଞ୍ଚି ପ୍ରସ୍ତାବିତ ବାଙ୍ଗରା ରେଳ ଷ୍ଟେସନର ଅନୁଧ୍ୟାନ ମଧ୍ୟ କରିଥିଲେ ।

ରେଳ ଫାଟକ ପାଖରେ Passanger Halt ଦାବିରେ ଧାରଣା

ଏଥିସହ ଯଥାଶୀଘ୍ର ରେଳ ଷ୍ଟେସନ ହେବାର ନିର୍ଭର ପ୍ରତିଶୃତି ଦେଇଥିଲେ । ତେବେ ଦାବି ପୂରଣ ନହେବାରୁ ରେଳଯାତ୍ରୀଙ୍କ ଅସୁବିଧାକୁ ଲକ୍ଷ୍ୟ କରି ରେଳରୋକ ବଦଳରେ ଶାନ୍ତିପୂର୍ଣ୍ଣ ଧାରଣା ଦିଆଯାଇଛି । ଏନେଇ ଏକ ଦାବିପତ୍ର ରେଳ କର୍ତ୍ତୃପକ୍ଷଙ୍କୁ ପ୍ରଦାନ କରାଯାଇଛି ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

Last Updated : May 16, 2022, 2:00 PM IST

ABOUT THE AUTHOR

...view details