ବାଲେଶ୍ବର: ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ବାଲେଶ୍ବରରେ ଏକ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଛି । ବାଲେଶ୍ଵର ପ୍ରୋଗ୍ରେସିଭ ଫୋରମ ପକ୍ଷରୁ ଆଇନ ବିରୋଧରେ ଶୋଭାଯାତ୍ରା ବାହାରିଥିଲା । ହରର ଦରଘା ମୈଦାନରୁ ଶୋଭାଯାତ୍ରା ବାହାରି ସହର ପରିକ୍ରମା କରିଥିଲା।
ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଶୋଭାଯାତ୍ରା - Protest against CAA in baleosre
ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ବାଲେଶ୍ବରରେ ଏକ ନିରବ ଶୋଭାଯାତ୍ରା ଅନୁଷ୍ଠିତ ହୋଇଯାଇଛି।
ନାଗରିକ ସଂଶୋଧନ ଆଇନକୁ ବିରୋଧ କରି ଶୋଭାଯାତ୍ରା
ଶେଷରେ ଶୋଭାଯାତ୍ରା ଜିଲ୍ଲାପାଳଙ୍କ ଅଫିସ ଆଗରେ ପହଞ୍ଚି ସେଠାରେ ଏକ ନିରବ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏହାପରେ ନାଗରିକ ସଂଶୋଧନ ଆଇନ ବିରୋଧରେ ଜିଲ୍ଲାପାଳଙ୍କ ଜରିଆରେ ଏକ ଦାବିପତ୍ର ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ପ୍ରଦାନ କରାଯାଇଥିଲା।
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ
Last Updated : Jan 5, 2020, 12:26 PM IST