ଓଡିଶା

odisha

ETV Bharat / city

ସଙ୍ଗୀତରେ ରହୁ ସାମାଜିକ ମୂଲ୍ୟବୋଧ: ତାନସେନ ସିଂ - balesore news

ସଙ୍ଗୀତ ଶ୍ରୋତାଙ୍କ ମନରେ ବସା ବାନ୍ଧି ରହିବା ଆବଶ୍ୟକ । ଆଜି ନୁହେଁ ବରଂ ଆସନ୍ତା କାଲି ସଙ୍ଗୀତକୁ ମନେ ପକାଇ ଶ୍ରୋତା ଝୁରି ହେବେ । ଏମିତି କିଛି ପ୍ରତିକ୍ରିୟା ଦେଇଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ ସିଂ। ଅଧିକ ଖବର ପଢନ୍ତୁ...

ସଙ୍ଗୀତରେ ରହୁ ସାମାଜିକ ମୂଲ୍ୟବୋଧ: ତାନସେନ ସିଂ
ସଙ୍ଗୀତରେ ରହୁ ସାମାଜିକ ମୂଲ୍ୟବୋଧ: ତାନସେନ ସିଂ

By

Published : Dec 16, 2019, 10:37 AM IST

ବାଲେଶ୍ବର: ସଙ୍ଗୀତ ଶ୍ରୋତାଙ୍କ ମନରେ ବସା ବାନ୍ଧି ରହିବା ଆବଶ୍ୟକ । ଆଜି ନୁହେଁ ବରଂ ଆସନ୍ତା କାଲି ସଙ୍ଗୀତକୁ ମନେ ପକାଇ ଶ୍ରୋତା ଝୁରି ହେବେ । ସଙ୍ଗୀତ ଯାହା ଶ୍ରୋତାଙ୍କୁ ମତୁଆଲା କରିଦେବ ସେମିତି ସଙ୍ଗୀତର ଆଵଶ୍ୟକତା ରହିଛି । ସାମାଜିକ ମୂଲ୍ୟବୋଧ ରହୁଥିବା ସଙ୍ଗୀତ ହିଁ ଚିର ସବୁଜ ହୋଇ ରହିଥାଏ । ଏମିତି କିଛି କଥା କହିଛନ୍ତି ବିଶିଷ୍ଟ ସଙ୍ଗୀତଜ୍ଞ ତାନସେନ ସିଂ।

ସଙ୍ଗୀତରେ ରହୁ ସାମାଜିକ ମୂଲ୍ୟବୋଧ: ତାନସେନ ସିଂ

ତାନସେନଙ୍କ ସହ ଆଲୋଚନା କଲାବେଳେ ବର୍ତ୍ତମାନର ସଙ୍ଗୀତକୁ ନେଇ ସେ ବେଶ କ୍ଷୁବ୍ଧ ହୋଇଥିଲେ। ଦ୍ଵି-ଅର୍ଥ ବୋଧକ ସଙ୍ଗୀତ ଓ ସଂଗୀତରେ ତାଙ୍କ ବେଳର ଭାବ କିମ୍ବା ଯାଦୁ ନଥିବା ସେ କହିଛନ୍ତି । ବର୍ତ୍ତମାନର ସଙ୍ଗୀତ ସାମାଜିକ ସ୍ତରରେ କୁପ୍ରଭାଵ ପକାଉଥିବା ସେ କହିଛନ୍ତି।

ବାଲେଶ୍ବରର ଏକ ସାଂସ୍କୃତିକ କାର୍ଯ୍ୟକ୍ରମରେ ଯୋଗଦେବାକୁ ଆସିଥିବା ତାଙ୍କ ସହ ଆଲୋଚନା କରିଥିଲେ ଆମ ସମ୍ବାଦଦାତା ।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details