ଓଡିଶା

odisha

ETV Bharat / city

ବାଲେଶ୍ବର ଖଇରା ତହସିଲଦାରଙ୍କୁ ଆକ୍ରମଣ ! - Balasore News

ବାଲେଶ୍ବର ଜିଲ୍ଲା ଖଇରା ତହସିଲଦାରଙ୍କୁ ମାଡ ମରାଯାଇଥିବା ଅଭିଯୋଗ । ଅଧିକ ପଢନ୍ତୁ

Khaera tahasildar
Khaera tahasildar

By

Published : Jan 3, 2022, 4:53 PM IST

ବାଲେଶ୍ବର:ବାଲେଶ୍ବର ଜିଲ୍ଲା ଖଇରା ତହସିଲଦାରଙ୍କୁ ମାଡ ମରାଯାଇଥିବା ଅଭିଯୋଗ ହୋଇଛି।

ସୂଚନା ଅନୁସାରେ, ଭଦ୍ରକ ଜିଲ୍ଲା ବନ୍ତ ତହସିଲଦାର ୨ ଟି ଵାଲିଵୋଝେଇ ଟ୍ରକକୁ ପିଛା କରିଥିଲେ। ଟ୍ରକ ଡ୍ରାଇଭର ଖଇରା ଥାନା ବଡନୁଆଗାଁ ଠାରେ ଗାଡି ଛାଡି ଫେରାର ହୋଇଯାଇଥିଲେ। ଏହି ଖବର ପାଇ ଖଇରା ତହସିଲଦାର ମହେନ୍ଦ୍ର କୁମାର ବେହେରା ଘଟଣାସ୍ଥଳରୁ ଗାଡି ଗୁଡିକ ଜବତ କରିବାକୁ ଯାଇଥିବା ବେଳେ ସେଠାରେ ତାଙ୍କୁ ଆକ୍ରମଣ କରାଯାଇଥିଲା।

ଏନେଇ ଖଇରା ତହସିଲଦାର ଥାନାରେ ଲିଖିତ ଅଭିଯୋଗ କରିଛନ୍ତି।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details