ଓଡିଶା

odisha

ETV Bharat / city

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଶୋଇ ରହି ପ୍ରତିବାଦ କଲେ ଠିକାଦାର

ଦାବି ପୂରଣ ପାଇଁ ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଶୋଇ ରହି ପ୍ରତିବାଦ କଲେ ଠିକାଦାର । ଅଧିକ ପଢନ୍ତୁ...

contractor slept  for protest in jaleswar pwd office
ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଶୋଇ ରହି ପ୍ରତିବାଦ କଲେ ଠିକାଦାର

By

Published : Oct 11, 2021, 6:28 PM IST

ବାଲେଶ୍ଵର: ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଅଭିନବ ଉପାୟରେ ପ୍ରତିବାଦ କଲେ ଠିକାଦାର । କାର୍ଯ୍ୟାଳୟରେ ଶୋଇ ରହି ପ୍ରତିବାଦ କଲେ ଠିକାଦାର।

ପୂର୍ତ୍ତ ବିଭାଗ କାର୍ଯ୍ୟାଳୟରେ ଶୋଇ ରହି ପ୍ରତିବାଦ କଲେ ଠିକାଦାର

ଜିଲ୍ଲାର ଜଳେଶ୍ବର ପୂର୍ତ୍ତ ବିଭାଗର SDOଙ୍କ କାର୍ଯ୍ୟାଳୟରେ ଦାବି ପୂରଣ ନେଇ ଶୋଇଗଲେ ଠିକାଦାର। ଟେଣ୍ଡର ଫିକ୍ସିଂ ଅଭିଯୋଗ ଆଣି ଠିକାଦାର ଏମିତି ଉପାୟରେ ଧାରଣା ଦେଇଥିବା ଅଭିଯୋଗ ହୋଇଛି। ଟେଣ୍ଡର ପ୍ରକ୍ରିୟା ଅନଲାଇନ ନ କରି ଅଫଲାଇନ କରି କିଛି ମୁଷ୍ଟିମେୟ ଠିକାଦାରଙ୍କୁ କାର୍ଯ୍ୟ ଦିଆଯାଇଥିବା ଅଭିଯୋଗ ହୋଇଛି। ଏହାର ପ୍ରତିବାଦରେ ଜଣେ ଠିକାଦାର କାର୍ଯ୍ୟାଳୟ ଭିତରେ ଶୋଇ ରହିଥିବା ଦେଖିବାକୁ ମିଳିଥିଲା।

ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details