ବାଲେଶ୍ବର: ଜିଲ୍ଲାର ଜଳେଶ୍ବର ଥାନା ଅଧିନ ହାଟଛକ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ପୋଲିସ । ଭୁବନେଶ୍ବର ରପ୍ତାନି ବେଳେ ମିର ସାଦିକ ନାମକ ବ୍ୟକ୍ତିଙ୍କୁ ଗିରଫ କରିଛି ପୋଲିସ। ସାଦିକ ନିକଟରୁ 68 ଗ୍ରାମ ବ୍ରାଉନ ସୁଗାର ସହ ନଗଦ 3 ଲକ୍ଷ 22 ହାଜର ଟଙ୍କା ଜବତ ହୋଇଛି । ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ 6 ଲକ୍ଷ 80 ହେବ ବୋଲି ଅନୁମାନ କରାଯାଉଛି।
7 ଲକ୍ଷ ଟଙ୍କାର ବ୍ରାଉନସୁଗାର ଜବତ, ଜଣେ ଗିରଫ - brown sugar seized in balasore
ବାଲେଶ୍ଵର ଜିଲ୍ଲା ଜଳେଶ୍ବର ଥାନା ଅଧିନ ହାଟଛକ ନିକଟରୁ ବିପୁଳ ପରିମାଣର ବ୍ରାଉନସୁଗାର ଜବତ କରିଛି ପୋଲିସ । ବ୍ରାଉନ ସୁଗାର ମୂଲ୍ୟ ପ୍ରାୟ 6 ଲକ୍ଷ 80 ହେବ ବୋଲି ଅନୁମାନ କରାଯାଉଛି।

7 ଲକ୍ଷ ଟଙ୍କାର ବ୍ରାଉନସୁଗର ଜବତ, ଜଣେ ଗିରଫ
ବାଲେଶ୍ବରରୁ ଜୀବନଜ୍ୟୋତି ନାୟକ, ଇଟିଭି ଭାରତ