ଓଡିଶା

odisha

ବାଲେଶ୍ଵରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ 5T ସଚିବ

By

Published : Nov 9, 2021, 7:53 PM IST

ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ 5ଟି ସଚିବ ଭିକେ ପାଣ୍ଡିଆନ ଭିଡିଓ କନଫେରେନ୍ସ ଯୋଗେ ମଙ୍ଗଳବାର ସମୀକ୍ଷା କରିଛନ୍ତି । ଅଧିକ ପଢନ୍ତୁ...

5T secretaries r
5T secretaries r

ବାଲେଶ୍ବର:ବାଲେଶ୍ଵର ସଦର ନିର୍ବାଚନ ମଣ୍ଡଳୀର ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟକ୍ରମ ସମ୍ପର୍କରେ 5ଟି ସଚିବ ଭିକେ ପାଣ୍ଡିଆନ ଭିଡିଓ କନଫେରେନ୍ସ ଯୋଗେ ଆଜି(ମଙ୍ଗଳବାର) ସମୀକ୍ଷା କରିଛନ୍ତି।

ବାଲେଶ୍ଵରର ବିଭିନ୍ନ ବିକାଶ ମୂଳକ କାର୍ଯ୍ୟର ସମୀକ୍ଷା କଲେ 5ଟି ସଚିବ

ଏହି ସମୀକ୍ଷା ବୈଠକରେ ବାଲେଶ୍ଵର ସଦର ବିଧାୟକ ସ୍ବରୂପ ଦାସ, ଜିଲ୍ଲାପାଳ କେ ସୁଦର୍ଶନ ଚକ୍ରବର୍ତ୍ତୀ ଓ ପୂର୍ବତନ କାଉନସିଲରମାନେ ଉପସ୍ଥିତ ରହି ଜାରି ରହିଥିବା କାର୍ଯ୍ୟ ସମ୍ପର୍କରେ ଆଲୋଚନା କରିଥିଲେ।

ବାଲେଶ୍ଵର ବିକାଶ ପାଇଁ 13 କୋଟି ଟଙ୍କାର ପ୍ରକଳ୍ପ ପାଇଁ ମୁଖ୍ୟମନ୍ତ୍ରୀଙ୍କୁ ନିବେଦନ କରାଯାଇଛି। ମୁକ୍ତା ଯୋଜନା ସାଙ୍ଗକୁ ରାସ୍ତା, ଜିମ, ସ୍ପୋର୍ଟସ ଆଦିର ବିକାଶ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି। ସମୀକ୍ଷା ବୈଠକ ପରେ ଏହି ସୂଚନା ଦେଇଛନ୍ତି ବାଲେଶ୍ବର ସଦର ବିଧାୟକ ସ୍ବରୂପ ଦାସ ।

ବାଲେଶ୍ବରରୁ ଜୀବନ ଜ୍ୟୋତି ନାୟକ, ଇଟିଭି ଭାରତ

ABOUT THE AUTHOR

...view details