ବାଲେଶ୍ବର:ବାଲେଶ୍ବରରବିଭିନ୍ନ ରାସ୍ତାର ଶିଳାନ୍ୟାସ ପାଇଁ ଖର୍ଚ୍ଚ ହେବ ୧୫ କୋଟି । ସୂଚନାନୁସାରେ ବାଲେଶ୍ବର ଜିଲ୍ଲା ପୌରପାଳିକାରେ ୬ ଗୋଟି ପ୍ରମୁଖ ପୂର୍ତ୍ତ ବିଭାଗ ରାସ୍ତାର ଭିତ୍ତିପ୍ରସ୍ତରର ଶିଳାନ୍ୟାସ କରିଛନ୍ତି ସଦର ବିଧାୟକ ସ୍ବରୁପ କୁମାର ଦାସ ।
ତେବେ ବାଲେଶ୍ବର ପୌରପାଳିକାର ୫. ୫ କିମି ଥିବା ଏହି ରାସ୍ତା ପୂର୍ତ୍ତ ବିଭାଗ ଅଧିନରେ କାର୍ଯ୍ୟକରିବା ସହ ସାଧାରଣ ଲୋକଙ୍କ ଗମନାଗମନରେ ସୁଧାର ଆସିବ ବୋଲି କହିଛନ୍ତି ବିଧାୟକ ।