ଓଡିଶା

odisha

ETV Bharat / business

ହୋଲସେଲ ମୁଦ୍ରାସ୍ଫୀତି 2.26%କୁ ହ୍ରାସ

ଦେଶର ହୋଲସେଲ ମୂଲ୍ୟ ଉପରେ ଆଧାରିତ ବାର୍ଷିକ ମୁଦ୍ରାସ୍ଫୀତି ଫେବୃଆରୀରେ 2.26 ପ୍ରତିଶତକୁ ଖସି ଆସିଛି । ଜାନୁଆରୀରେ ଏହା 3.1 ପ୍ରତିଶତ ଥିଲା ।

Wholesale inflation eases to 2.26% on softening food prices
ହୋଲସେଲ ମୁଦ୍ରାସ୍ଫୀତି 2.26% କୁ ହ୍ରାସ

By

Published : Mar 16, 2020, 1:33 PM IST

ନୂଆଦିଲ୍ଲୀ: ମହଙ୍ଗା ଚିନ୍ତାରେ ସାମାନ୍ୟ ଆଶ୍ବସ୍ତି । ଫେବୃଆରୀରରେ 2.26 ପ୍ରତିଶତକୁ ହ୍ରାସ ପାଇଛି ପାଇକାରୀ (ହୋଲସେଲ) ମୁଦ୍ରାସ୍ପୀତି ଦର । ଯାହାକି ଜାନୁଆରୀ ମାସରେ 3.1 ପ୍ରତିଶତ ରହିଥିଲା ।

ଡାଲି, ପନିପରିବା ଆଦି ଖାଦ୍ୟ ସାମଗ୍ରୀ ଦର ହ୍ରାସ ପାଇଥିବା ଯୋଗୁଁ ପାଇକାରୀ ମୁଦ୍ରାସ୍ପୀତି ହାର ଖସିଛି । ସୋମବାର ପ୍ରକାଶିତ ସରକାରୀ ତଥ୍ୟରେ ଏନେଇ ସୂଚନା ଦିଆଯାଇଛି।

ସେହିପରି ଗତ ବର୍ଷ ଜୁନରେ ଏହି ହାର 2.45 ପ୍ରତିଶତ ଥିଲା । ସରକାରୀ ତଥ୍ୟ ଅନୁଯାୟୀ ଗତ ବର୍ଷ ଜୁନରେ ଖାଦ୍ୟ-ପାନୀୟ ଓ ପେଟ୍ରୋଲ-ଡିଜେଲ ସମେତ ସିଏନଜି, ରନ୍ଧନ ଗ୍ୟାସ ଆଦି ଦାମ ହ୍ରାସ ହୋଇଥିଲା ।

ABOUT THE AUTHOR

...view details