ନୂଆଦିଲ୍ଲୀ: ଆଜି ପବିତ୍ର ବିଜୟା ଦଶମୀ । ଏହି ଉପଲକ୍ଷେ ସରକାରୀ ଛୁଟି ସହ ଭାରତୀୟ ସେୟାର ବଜାରରେ ଛୁଟି। ପୁଣି ଥରେ ବୁଧବାର ବଜାର ଖୋଲିବା ସହ କାରବାର ସ୍ବାଭାବିକ ହେବ।
ବିଜୟା ଦଶମୀରେ ବଜାର ବନ୍ଦ - tuesday market close
ଆଜି ପବିତ୍ର ବିଜୟା ଦଶମୀ । ଏହି ଉପଲକ୍ଷେ ସରକାରୀ ଛୁଟି ସହ ଭାରତୀୟ ସେୟାର ବଜାରରେ ଛୁଟି । ପୁଣି ଥରେ ବୁଧବାର ବଜାର ଖୋଲିବା ସହ କାରବାର ସ୍ବାଭାବିକ ହେବ ।
ପ୍ରତିକାତ୍ମକ ଫଟୋ
ସୋମବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜ (ବିଏସଇ)ର 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 141 ପଏଣ୍ଟ ଖସି 37,531 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ)ର ୫୦ ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 11,126.40 ପଏଣ୍ଟରେ କାରବାର ବନ୍ଦ କରିଛି ।
ଲଗାତାର 6 ଦିନରେ ସେନସେକ୍ସ ମୋଟ 1,450 ପଏଣ୍ଟ ହ୍ରାସ ସହ ସେୟାର ବଜାର ଧରାଶାୟୀ ହୋଇପଡିଛି। ଏହା ଯୋଗୁଁ ନିବେଶକଙ୍କ ପ୍ରାୟ 6 ଲକ୍ଷ କୋଟି ଟଙ୍କା ହରାଇବାକୁ ପଡିଛି।