ଓଡିଶା

odisha

By

Published : Sep 26, 2019, 12:13 PM IST

Updated : Sep 26, 2019, 12:24 PM IST

ETV Bharat / business

ଆରମ୍ଭରୁ ଅଭିବୃଦ୍ଧି, ସବୁଜରେ ସେନସେକ୍ସ

ଅସ୍ଥିର ସେୟାର ବଜାରରେ ସବୁଜ ସେନସେକ୍ସ । ଗୁରୁବାର କାରବାର ଆରମ୍ଭରୁ ଅଭିବୃଦ୍ଧିର ସଙ୍କେତ । ଉଛୁଳା ସେନସେକ୍ସ ସହ ମଜବୁତ ଷ୍ଟକ ମାର୍କେଟ।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଅସ୍ଥିର ସେୟାର ବଜାରରେ ସବୁଜ ସେନସେକ୍ସ । ଗୁରୁବାର କାରବାର ଆରମ୍ଭରୁ ଅଭିବୃଦ୍ଧିର ସଙ୍କେତ । ଉଛୁଳା ସେନସେକ୍ସ ସହ ମଜବୁତ ଷ୍ଟକ ମାର୍କେଟ ।


ଗୁରୁବାର ବମ୍ବେ ଷ୍ଟକ ଏକ୍ସଚେଞ୍ଜର (ବିଏସଇ) 30 ସେୟାର ଉପରେ ଆଧାରିତ ସୂଚକାଙ୍କ ସେନସେକ୍ସ 386.4 ପଏଣ୍ଟ ବଢି 38979.92 ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ (ଏନଏସଇ) 50ସେୟାର ଉପରେ ଆଧାରିତ ସୂଚକାଙ୍କ ନିଫ୍ଟି 128.2ପଏଣ୍ଟର ଅଭିବୃଦ୍ଧି ହୋଇ 11568.40ରେ କାରବାର କରୁଛି।


ବୁଧବାର ସେନସେକ୍ସ 503.62 ପଏଣ୍ଟ ହ୍ରାସ ସହ 38,593.52 ଓ ନିଫ୍ଟି 148.00 ପଏଣ୍ଟ ଖସି 11,440.20ରେ ବନ୍ଦ ହୋଇଥିଲା।

Last Updated : Sep 26, 2019, 12:24 PM IST

ABOUT THE AUTHOR

...view details