ମୁମ୍ବାଇ: ଶୁକ୍ରବାର ବଜାର ଆରମ୍ଭରୁ ଖସିଲା ସେନସେକ୍ସ । 351.32 ପଏଣ୍ଟ ହ୍ରାସ ପାଇ 28000 ତଳେ ସେନସେକ୍ସ କାରବାର ଆରମ୍ଭ କରିଥିବାବେଳେ ନିଫ୍ଟି 49.55 ପଏଣ୍ଟ ହ୍ରାସ ପାଇ 8,204ରେ କାରବାର ଆରମ୍ଭ କରିଛି ।
ଶୁକ୍ରବାର ଆରମ୍ଭରୁ ଖସିଲା ସେନସେକ୍ସ, 28000 ତଳେ କାରବାର - Sensex drops below 28,000 mark
ଶୁକ୍ରବାର ବଜାର ଆରମ୍ଭରୁ ଖସିଲା ସେନସେକ୍ସ । 351.32 ପଏଣ୍ଟ ହ୍ରାସ ପାଇ 28000 ତଳେ ସେନସେକ୍ସ କାରବାର ଆରମ୍ଭ କରିଛି ।
![ଶୁକ୍ରବାର ଆରମ୍ଭରୁ ଖସିଲା ସେନସେକ୍ସ, 28000 ତଳେ କାରବାର Sensex drops below 28,000 mark](https://etvbharatimages.akamaized.net/etvbharat/prod-images/768-512-6641365-592-6641365-1585895762754.jpg)
ଶୁକ୍ରବାର ଆରମ୍ଭରୁ ଖସିଲା ସେନସେକ୍ସ, 28000 ତଳେ କାରବାର
ବଜାର ଆରମ୍ଭରୁ ସେନେସେକ୍ସ 27,913.99 ରେ କାରବାର ଆରମ୍ଭ କରିଛି ।
Last Updated : Apr 3, 2020, 3:37 PM IST