ନୂଆଦିଲ୍ଲୀ: କୋରୋନା ସଙ୍କଟ ମଧ୍ୟରେ ସନ୍ତୁଳନ ହରାଉଛି ବଜାର । ଫଳରେ ଗତ ମାସ ତୁଳନାରେ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ହ୍ରାସ ପାଇ 5.91 ପ୍ରତିଶତରେ ପହଞ୍ଚିଛି । ସୋମବାର ଏନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି ।
ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି 5.91 ପ୍ରତିଶତକୁ ହ୍ରାସ - Retail inflation
ଗତ ମାସ ତୁଳନାରେ ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି ହ୍ରାସ ପାଇ 5.91 ପ୍ରତିଶତରେ ପହଞ୍ଚିଛି । ସୋମବାର ଏ ନେଇ ସରକାରୀ ରିପୋର୍ଟ ପ୍ରକାଶ ପାଇଛି । ଅଧିକ ପଢନ୍ତୁ..
![ମାର୍ଚ୍ଚରେ ଖୁଚୁରା ମୁଦ୍ରାସ୍ପୀତି 5.91 ପ୍ରତିଶତକୁ ହ୍ରାସ Retail inflation eases to 5.91% in March](https://etvbharatimages.akamaized.net/etvbharat/prod-images/768-512-6775905-thumbnail-3x2-vegitable.jpg)
ମାର୍ଚ୍ଚରେ ଖୁଚୁାରା ମୁଦ୍ରାସ୍ପୀତି 5.91 ପ୍ରତିଶତ କୁ ହ୍ରାସ
ଉପଭୋକ୍ତା ମୁଲ୍ୟ ସୂଚକାଙ୍କ(ସିପିଆଇ) ଉପରେ ଆଧାରିତ ଖୁଚୁରା ମୁଦ୍ରାସ୍ପୀତି 2020 ଫେବୃଆରୀରେ 6.58 ପ୍ରତିଶତ ରହିଥିଲା । ସେହିଭଳି ଗତ ବର୍ଷ ମାର୍ଚ୍ଚରେ ଏହା 2.86 ପ୍ରତିଶତ ଥିଲା ।
ଜାତୀୟ ପରିସଂଖ୍ୟାନ କାର୍ଯ୍ୟାଳୟ(ଏନଏସଓ) ଦ୍ବାରା ଜାରି ସିପିଆଇ ତଥ୍ୟ ଅନୁସାରେ 2020 ମାର୍ଚ୍ଚରେ ଖାଦ୍ୟ ସୂଚୀରେ ମୁଦ୍ରାସ୍ପୀତି 8.76 ପ୍ରତିଶତ ଥିଲା । ଯାହା ଗତ ମାସରେ 10.81 ପ୍ରତିଶତ ଥିଲା ।