ଓଡିଶା

odisha

ETV Bharat / business

ରେକର୍ଡ ସ୍ତରରେ ରିଲାଏନ୍ସର ସେୟାର - reliance on record

9.5 ଲକ୍ଷ କୋଟି ଟଙ୍କାର ମାର୍କେଟ କେପ ଥିବା ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରି । ଶୁ୍କ୍ରବାର କମ୍ପାନୀର ସେୟାର ଏନଏସଇର ଇଣ୍ଟ୍ରା-ଡେ ରେ 3.47 ପ୍ରତିଶତ ବଢି ରେକର୍ଡ ସ୍ତର 1511.01ରେ ପହଞ୍ଚିଛି।

ରେକର୍ଡ ସ୍ତରରେ ରିଲାଏନ୍ସର ସେୟାର

By

Published : Nov 19, 2019, 3:31 PM IST

ନୂଆଦିଲ୍ଲୀ: 9.5 ଲକ୍ଷ କୋଟି ଟଙ୍କାର ମାର୍କେଟ କେପ ଥିବା ଦେଶର ପ୍ରଥମ କମ୍ପାନୀ ହୋଇଛି ରିଲାଏନ୍ସ ଇଣ୍ଡଷ୍ଟ୍ରି। ଶୁ୍କ୍ରବାର କମ୍ପାନୀର ସେୟାର ଏନଏସଇର ଇଣ୍ଟ୍ରା-ଡେ ରେ 3.47 ପ୍ରତିଶତ ବଢି ରେକର୍ଡ ସ୍ତର 1511.01ରେ ପହଞ୍ଚିଛି। ଫଳରେ ଏହାର ଭେଲ୍ୟୁଏସନ 9.51 ଲକ୍ଷ କୋଟି ଟଙ୍କା ପାର କରିପାରିଛି।

ଏହା ପୂର୍ବରୁ ଅକ୍ଟୋବର 18ରେ ରିଲାଏନ୍ସ ମାର୍କେଟ କେପ ପ୍ରଥମ ଥର 9ଲକ୍ଷ କୋଟି ସ୍ତରକୁ ଛୁଇଁଛି। ଯାହାକି ଗତ ବର୍ଷ ଅଗଷ୍ଟରେ 8 ଲକ୍ଷ କୋଟି ଟଙ୍କା ଥିଲା। ଏହି ପରିମାଣ ସହ ରିଲାଏନ୍ସ ଦେଶର ସର୍ବପ୍ରଥମ କମ୍ପାନୀ ଭାବେ ମୁଣ୍ଡ ଟେକିଛି। ମାର୍କେଟ କ୍ୟାପରେ ଆଇଟି କମ୍ପାନୀ ଟିସିଏସ ଦ୍ବିତୀୟ ନମ୍ବରରେ ରହିଛି। ଏହାର ମୋଟ ଭେଲ୍ୟୁଏସନ 7.91 ଲକ୍ଷ କୋଟି ଟଙ୍କା ଅଛି।

ABOUT THE AUTHOR

...view details