ନୂଆଦିଲ୍ଲୀ: ନଭେମ୍ବରରେ ଘରୋଇ ପାସେଞ୍ଜର ବିକ୍ରି 0.84 ପ୍ରତିଶତ କମି 2,63,773 ୟୁନିଟ ରହିଛି । ଯାହାକି ଗୋଟିଏ ବର୍ଷ ତଳେ 2,66,000 ୟୁନିଟ ରହିଥିଲା ।
ସୋସାଇଟି ଅଫ ଇଣ୍ଡିଆନ ଅଟୋମୋଇଲ ମ୍ୟାନୁଫେକ୍ଚର୍ସ (ସିଆମ) ଦ୍ବାରା ଜାରି ରିପୋର୍ଟ ମୁତାବକ, 2018 ନଭେମ୍ବରରେ ଘରୋଇ କାର ବିକ୍ରି 10.83 ପ୍ରତିଶତ ହ୍ରାସ ପାଇ 1,60,306 ୟୁନିଟ ରହିଛି । ଯାହାକି ନଭେମ୍ବର 2018ରେ 1,79,783 ୟୁନିଟ ଥିଲା ।