ଓଡିଶା

odisha

By

Published : Oct 21, 2019, 1:15 PM IST

ETV Bharat / business

ଆଜି ଆର୍ଥିକ ରାଜଧାନୀରେ କାରବାର ବନ୍ଦ

ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯୋଗୁଁ ସେୟାର ବଜାର ବନ୍ଦ ରହିଛି। ଆଜିକୁ ମିଶାଇ ଲଗାତାର 3 ଦିନ ଧରି ବଜାର ବନ୍ଦ ଅଛି। ମଙ୍ଗଳବାରରୁ ସ୍ବାଭାବିକ ହେବ କାରବାର।

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଆଜି ଦେଶର ଆର୍ଥିକ ରାଜଧାନୀରେ କାରବାର ହେଉନାହିଁ । ମହାରାଷ୍ଟ୍ର ବିଧାନସଭା ନିର୍ବାଚନ ଯୋଗୁଁ ସେୟାର ବଜାର ବନ୍ଦ ରହିଛି। ଆଜିକୁ ମିଶାଇଲେ ଲଗାତାର 3 ଦିନ ଧରି ବଜାର ବନ୍ଦ ଅଛି। ମଙ୍ଗଳବାରରୁ କାରବାର ସ୍ବାଭାବିକ ହେବ।

ତେବେ ସଂନ୍ଧ୍ୟାରେ କମୋଡିଟି ବଜାର ମଲ୍ଟି କମୋଡିଟି ଏକ୍ସଚେଞ୍ଜ ଇଣ୍ଟରନ୍ୟାସନାଲ କମୋଡିଟି କାରବାର ଆରମ୍ଭ ହେବ। ମହାରାଷ୍ଟ୍ର ଏବଂ ହରିଆନା ଛାଡି ଅନ୍ୟ 17ଟି ରାଜ୍ୟର 51ଟି ବିଧାନସଭା ଆସନରେ ଉପନିର୍ବାଚନ ପାଇଁ ଭୋଟିଂ ଚାଲିଛି।

ABOUT THE AUTHOR

...view details