ମୁମ୍ବାଇ: ଗୁରୁବାର ମଧ୍ୟ ପ୍ରଫିଟରେ ବନ୍ଦ ହୋଇଛି ଘରୋଇ ସେୟାର ବଜାର । ବିଶେଷ କରି ଗାଡି, ଫାଇନାନ୍ସ ଓ ଆଇଟି କମ୍ପାନୀ ସେୟାରରେ ସେଲଅଫ ଯୋଗୁଁ ବଜାରରେ ବୃଦ୍ଧି ବଜାରରୁ ବଳ ଦେଇଛି ।
ବମ୍ବେ ଷ୍ଟକ ଏକ୍ସଚେଞ୍ଜର 30 ସେୟାର ଆଧାରିତ ସେୟାର ସୂଚକାଙ୍କ ସେନସେକ୍ସ 272.21 ପଏଣ୍ଟ ବଢି 48,949.76ରେ ବନ୍ଦ ହୋଇଛି । ଆଜିର କାରବାରର ହ୍ରାସ-ବୃଦ୍ଧି ରହିଛି ଆଉ ସେନସେକ୍ସ ସର୍ବୋଚ୍ଚ 49,011.31 ଓ ସର୍ବନିମ୍ନ 48,614.11 ପଏଣ୍ଟ ଛୁଇଁଛି ।