ନୂଆଦିଲ୍ଲୀ: ହାଉସିଂ ସେକ୍ଟର ପାଇଁ ବଜେଟରେ ବଡ ଘୋଷଣା । ଆଶା କରାଯାଉଛି ନିର୍ମଳାଙ୍କ ଏହି ଲୋକଭାମୁଖୀ ବଜେଟ ଗୃହ କ୍ରେତାଙ୍କୁ ସହାୟକ ହେବ ।
ବଜେଟ: ହାଉସିଂ ସେକ୍ଟରକୁ ଗୁରୁତ୍ବ, ଶସ୍ତା ହେବ ଘର
ହାଉସିଂ ସେକ୍ଟର ପାଇଁ ବଜେଟରେ ବଡ ଘୋଷଣା । ଆଶା କରାଯାଉଛି ନିର୍ମଳାଙ୍କ ଏହି ଲୋକଭାମୁଖୀ ବଜେଟ ଗୃହ କ୍ରେତାଙ୍କୁ ଫାଇଦା ମିଳିବ ।
ପ୍ରତିକାତ୍ମକ ଫଟୋ
ବଜେଟରେ ହାଉସିଂ ସେକ୍ଟର ପାଇଁ ଖାସ ବ୍ୟବସ୍ଥା
- ଏଣିକି 3.5 ଲକ୍ଷ ହାଉସିଂ ଋଣ ଉପରେ ସୁଧ ଛାଡ ହେବ । ପୂର୍ବରୁ ଏହା 2 ଲକ୍ଷ ରହିଥିଲା
- ସେହିପରି 45 ଲକ୍ଷ ଟଙ୍କାର ଘର କ୍ରୟ ଉପରେ ଅତିରିକ୍ତ 1.5 ଲକ୍ଷ ଟଙ୍କା ଛାଡ
- 2.5 ଲକ୍ଷ ପର୍ଯ୍ୟନ୍ତ ଇଲୋକ୍ଟ୍ରନିକ ଯାନ କ୍ରୟ ଉପରେ ରିହାତି ମିଳିବ
- ଇ-ଯାନ ଉପରେ ଜିଏସଟି 12 ରୁ ହ୍ରାସ ପାଇ 5 ପ୍ରତିଶତ ହୋଇଛି
- ସେହିପରି ଇ-ଯାନ କିଣିଲେ ଆୟକରରେ 1.5 ଲକ୍ଷ ଛାଡ ମିଳିବ