ଓଡିଶା

odisha

ETV Bharat / business

ଖାସ ଦିବ୍ୟାଙ୍ଗଙ୍କ ପାଇଁ ଆସିବ 20ଟଙ୍କିଆ କଏନ

ଫୋକସରେ ଦିବ୍ୟାଙ୍ଗ । ଚଳିତ ବଜେଟରେ ବଜାରକୁ ପ୍ରବେଶ କରିବ ନୂଆ କଏନ । ଏନେଇ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଛନ୍ତି ।

By

Published : Jul 5, 2019, 1:57 PM IST

ପ୍ରତିକାତ୍ମକ ଫଟୋ

ନୂଆଦିଲ୍ଲୀ: ଉପସ୍ଥାପନା ହୋଇଯାଇଛି ଚଳିତ ଆର୍ଥିକ ବର୍ଷର ପୂର୍ଣ୍ଣାଙ୍ଗ ବଜେଟ । ଆଗତ ବଜେଟରେ ସମସ୍ତଙ୍କୁ ଖୁସ କରିବାକୁ ଚେଷ୍ଟା କରିଛନ୍ତି ଅର୍ଥମନ୍ତ୍ରୀ । ତେବେ ଏଥର ଫୋକସରେ ରହିଛନ୍ତି ଦିବ୍ୟାଙ୍ଗ । ବଜାରକୁ ପ୍ରବେଶ କରିବ ଦିବ୍ୟାଙ୍ଗଙ୍କ ପାଇଁ ନୂଆ କଏନ । ଏହି ସୂଚନା ଦେଇଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ।

ତେବେ ମୁଖ୍ୟତଃ 1, 2 , 5 , 10 ଓ 20 ଟଙ୍କିଆ ନୂଆ କଏନ ମାର୍କଟକୁ ଆସିବ । ଯେଉଁ କଏନକୁ ଦିବ୍ୟାଙ୍କମାନଙ୍କୁ ଚିହ୍ନିବାରେ ସହଜ ହେବ । କାରଣ ଅନେକ ସମୟରେ ଟଙ୍କା ଚିହ୍ନି ନପାରି ଦିବ୍ୟାଙ୍କ ମାନେ ଠକାମିର ଶିକାର ହୋଇଥାନ୍ତି । ଏସମସ୍ତ ଠକାମିକୁ ରୋକିବା ପାଇଁ ମାର୍କେଟରେ ଏଣ୍ଟ୍ରି କରିବ ନୂଆ କଏନ ।

For All Latest Updates

ABOUT THE AUTHOR

...view details