ଓଡିଶା

odisha

ETV Bharat / business

RBI ରିପୋର୍ଟ: ‘ଅଭିବୃଦ୍ଧି କମିଲେ ବି ଅର୍ଥନୀତି ସ୍ଥିର ରହିଛି’ - RBI releases Financial Stability Report

ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଛି ଆର୍ଥିକ ସ୍ଥିରତା ରିପୋର୍ଟ(Financial Stability Report) । ଅଭିବୃଦ୍ଧି କମିଥିଲେ ସୁଦ୍ଧା ଦେଶରେ ଆର୍ଥିକ ପ୍ରଣାଳୀ ସ୍ଥିର ନେଇ ଏଥିରେ ଦର୍ଶାଯାଇଛି ।

RBI releases  Financial Stability Report
ଆରବିଆଇ ରିପୋର୍ଟ, ଅଭିବୃଦ୍ଧି କମିଲେ ବି ସ୍ଥିରତା ଅଛି

By

Published : Dec 27, 2019, 9:45 PM IST

ନୂଆଦିଲ୍ଲୀ: ଶୁକ୍ରବାର ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ଜାରି କରିଛି ଆର୍ଥିକ ସ୍ଥିରତା ରିପୋର୍ଟ(Financial Stability Report) । ଅଭିବୃଦ୍ଧି କମିଥିଲେ ସୁଦ୍ଧା ଦେଶରେ ଆର୍ଥିକ ପ୍ରଣାଳୀ ସ୍ଥିର ନେଇ ଏଥିରେ ଦର୍ଶାଯାଇଛି ।


ବ୍ୟାଙ୍କିଙ୍ଗ ସେକ୍ଟରେ ସୁଧାର ଆସିଛି । ହେଲେ ବୈଶ୍ବିକ ଓ ଘରୋଇ ଆର୍ଥିକ ଅନିଶ୍ଚିତତା ବିପଦ ଜାରି ରହିଛି ।

ABOUT THE AUTHOR

...view details