ଓଡିଶା

odisha

ETV Bharat / business

ରାଷ୍ଟ୍ରାୟତ ବ୍ୟାଙ୍କ ଉପରେ 50ଲକ୍ଷ ଜୋରିମାନା - rbi impose fine

ସୂଚନା ପ୍ରଦାନରେ ବିଳମ୍ବ ଯୋଗୁଁ ରାଷ୍ଟ୍ରାୟାତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ ଓ ବ୍ୟାଙ୍କ ଅଫ ବରୋଦା ଉପରେ 50 ଲକ୍ଷ ଲେଖାଏଁର ଜୋରିମାନା ଲଗାଇଲା ଆରବିଆଇ ।

ପ୍ରତିକାତ୍ମକ ଫଟୋ

By

Published : Aug 5, 2019, 8:06 PM IST

ନୂଆଦିଲ୍ଲୀ: ରାଷ୍ଟ୍ରାୟତ ବ୍ୟାଙ୍କକୁ ଭାରତୀୟ ରିଜର୍ଭ ବ୍ୟାଙ୍କର ଛାଟ । ସୂଚନା ପ୍ରଦାନରେ ବିଳମ୍ବ ଯୋଗୁଁ ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ବରୋଦା ଉପରେ 50-50 ଲକ୍ଷର ଜୋରିମାନା ଲଗାଇଛି ଦେଶର ସର୍ବୋଚ୍ଚ ବ୍ୟାଙ୍କ ।

ସେୟାରବଜାରକୁ ପଠାଯାଇଥିବା ରିପୋର୍ଟରୁ ଜଣାପଡିଛି ଯେ, କିଙ୍ଗଫିସର ଏୟାରଲାଇନ୍ସର ଏକ ଋଣ ଖାତା ଠକେଇର ସୂତନା ଦେବାରେ ବିଳମ୍ବ ହୋଇଥିଲା । ଏଥିଯୋଗୁଁ ଆରବିଆଇ ପିଏନବି ଠାରୁ ପୂରା 50 ଲକ୍ଷ ତଣ୍ଡ ଆଦାୟ କରିଛି । ସେହିପରି ଏପରି ଏକ ମାମଲାରେ ବ୍ୟାଙ୍କ ଅଫ ବରୋଦା ମଧ୍ୟ ସମୃକ୍ତ ଥିବାରୁ ତା ଉପରେ ମଧ୍ୟ 50 ଲକ୍ଷ ଜୋରିମାନା ଲଗାଯାଇଛି ।

ସୂଚନା ପ୍ରଚାନରେ ଅନିୟମତା ଓ ଲାଗୁ ହୋଇଥିବା ନିୟାମବଳୀରେ ବିଳମ୍ବ ଯୋଗୁଁ ଆରବିଆଇ ଏଭଳି କଠୋର ପଦକ୍ଷେପ ନେଇଛି ।

ABOUT THE AUTHOR

...view details