ନୂଆଦିଲ୍ଲୀ: ପେଟ୍ରୋଲ ଓ ଡିଜେଲରେ ଟିକସ ରିହାତି ନେଇ କୌଣସି ପ୍ରସ୍ତାବ ନାହିଁ । ଲୋକସଭା ପ୍ରଶ୍ନକାଳରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ନେଇ ଏ ନେଇ ସ୍ପଷ୍ଟ ଟିପ୍ପଣୀ ଦେଇଛନ୍ତି ।
ପେଟ୍ରୋଲ-ଡିଜେଲରୁ କମିବନି କର - ପେଟ୍ରୋଲ-ଡିଜେଲରୁ କମିବନି କର
ପେଟ୍ରୋଲ ଓ ଡିଜେଲରେ ଟିକସ ରିହାତି ନେଇ କୌଣସି ପ୍ରସ୍ତାବ ନାହିଁ। ଏହାସହ ପେଟ୍ରୋଲିୟମ୍ ଜାତ ପଦାର୍ଥ ଜିଏସଟି ଅଧୀନରେ ଆଣିବା ଜିଏଟି ପରିଷଦର ନିଷ୍ପତ୍ତି ହେବ ବୋଲି ଲୋକସଭାରେ ଅର୍ଥମନ୍ତ୍ରୀ କହିଛନ୍ତି।
![ପେଟ୍ରୋଲ-ଡିଜେଲରୁ କମିବନି କର Government says no proposal to reduce taxes on petrol, diesel](https://etvbharatimages.akamaized.net/etvbharat/prod-images/768-512-5244692-thumbnail-3x2-petroal.jpg)
ପେଟ୍ରୋଲ-ଡିଜେଲରୁ କମିବନି କର
ସେ କହିଛନ୍ତି ଯେ, ଦୁନିଆରେ ଏପରି କିଛି ନିଶ୍ଚିତ ସମୟ ପାଇଁ ପେଟ୍ରୋଲ ଓ ଡିଜେଲ ଦାମ ସ୍ଥିର ରହିନଥାଏ। ସେହିପରି ପେଟ୍ରୋଲିୟମ ଉତ୍ପାଦକୁ ଜିଏସଟି ଅଧିନରେ ଆଣିବା ପ୍ରସଙ୍ଗରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ, ‘ପ୍ରଥମରୁ ହିଁ ଏହା ଜିଏସଟିର ଜିରୋ ରେଟ କ୍ୟାଟେଗୋରୀ ମଧ୍ୟରେ ରହିଛି। ଏହା ପରେ ଜିଏସଟି ପରିଷଦ ଏନେଇ ନିଷ୍ପତ୍ତି ନେଇଥାଏ।’
ପେଟ୍ରୋଲ-ଡିଜେଲରୁ କମିବନି କର
Last Updated : Dec 2, 2019, 7:40 PM IST