ନୂଆଦିଲ୍ଲୀ: ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସଂସଦରେ 2020-21 ବର୍ଷ ପାଇଁ ସାଧାରଣ ବଜେଟ ଆଗତ କରିଛନ୍ତି । ଏହି ବଜେଟରେ କୌଶଳ ବିକାଶକୁ ଗୁରୁତ୍ବ ଦିଆଯାଇଛି । ଏଥିପାଇଁ 3000 କୋଟି ମଞ୍ଜୁର କରାଯାଇଛି । ଦେଶରେ ଦିନକୁ ଦିନ ବେକାରୀ ସମସ୍ୟା ବୃଦ୍ଧି ପାଉଥିବାରୁ ଏହାର ମୁକାବିଲା ପାଇଁ କେନ୍ଦ୍ର ସରାକର ଦକ୍ଷତା ବିକାଶ ଉପରେ ଗୁରୁତ୍ବାରୋପ ଦେଇଛନ୍ତି ।
ବଜେଟ-2020: ଦକ୍ଷତା ବିକାଶ ପାଇଁ 3ହଜାର କୋଟି
କୌଶଳ ବିକାଶକୁ ଗୁରୁତ୍ବ ଦିଆଯାଇ ଚଳିତ ସାଧାରଣ ବଜେଟରେ 3000କୋଟି ମଞ୍ଜୁର କରାଯାଇଛି । ଅଧିକ ପଢନ୍ତୁ...
ବଜେଟ 2020: ଦକ୍ଷତା ବିକାଶ ପାଇଁ 3 ହଜାର କୋଟି
କେନ୍ଦ୍ର ସରକାର ଦେଶରେ ଦକ୍ଷତା ବିକାଶ ଦ୍ବାରା ନିଯୁକ୍ତି ବୃଦ୍ଧି କରାଯାଇପାରିବ ବୋଲି ଲକ୍ଷ୍ୟ ରଖିଛନ୍ତି ।