ଓଡିଶା

odisha

ETV Bharat / business

ଲଗାତାର 12 ବର୍ଷ ଯାଏଁ ବଢିନି ମୁକେଶ ଅମ୍ବାନୀଙ୍କ ଦରମା - Mukesh Ambani salary

ଅମ୍ବାନୀ ନିଜର ଦରମା, ଅନ୍ୟାନ ସୁବିଧା, ଭତ୍ତା , କମିଶନ 2008-09ରେ 15 କୋଟି ଟଙ୍କାରେ ସ୍ଥିର ରଖିଥିଲେ । ସେବେଠାରୁ ଏଥିରେ ବୃଦ୍ଧି ଦେଖାଦେଇନି । ଅଧିକ ପଢନ୍ତୁ..

ଲଗାତାର 12 ବର୍ଷ ଯାଏଁ ବଢିନି ମୁକେଶ ଅମ୍ବାନୀଙ୍କ ଦରମା
ଲଗାତାର 12 ବର୍ଷ ଯାଏଁ ବଢିନି ମୁକେଶ ଅମ୍ବାନୀଙ୍କ ଦରମା

By

Published : Jun 24, 2020, 6:43 PM IST

ନୂଆଦିଲ୍ଲୀ: ଦେଶର ସବୁଠାରୁ ଧନୀ ଉଦ୍ୟୋଗୀ ମୁକେଶ ଅମ୍ବାନୀ ଗତ ଆର୍ଥିକ ବର୍ଷ (2019-20)ରିଲାଏନ୍ସ ଇଣ୍ଡଷ୍ଟ୍ରିଜରେ ନିଜ ଦରମା, ଭତ୍ତା ଏଭଂ କମିଶନ 15 କୋଟିରେ ବଜାୟ ରଖିଛନ୍ତି । କମ୍ପାନୀରୁ ମିଳୁଥିବା ତାଙ୍କର ବାର୍ଷିକ ପାରିଶ୍ରମିକ ଲଗାତାର 12 ବର୍ଷ ଧରି ସ୍ଥିର ରହିଛି ।

ତେବେ ଏ ବର୍ଷ ସେ କୋଭିଡ-19 ମହାମାରୀ ସଙ୍କଟକୁ ଦୃଷ୍ଟିରେ ରଖି ପାରିଶ୍ରମିକ ନେବେ ନାହିଁ ବୋଲି ନିଷ୍ପତ୍ତି ନେଇଛନ୍ତି । ଅମ୍ବାନୀ ନିଜର ଦରମା, ଅନ୍ୟାନ ସୁବିଧା, ଭତ୍ତା, କମିଶନ 2008-09ରେ 15 କୋଟି ଟଙ୍କାରେ ସ୍ଥିର ରଖିଥିଲେ ।

ଏଭଳି ଭାବେ ସେ ପ୍ରତିବର୍ଷ ନିଜ ପାରିଶ୍ରମିକଙ୍କୁ 24 କୋଟି ଟଙ୍କାରୁ ଅଧିକ ତ୍ୟାଗ କରିଛନ୍ତି । ଗୋଟିଏ ପରେ ଅମ୍ବାନୀ ନିଜ ଦରମା ସ୍ଥିର ରଖିଛନ୍ତି, ଅନ୍ୟପଟେ ତାଙ୍କର ସମ୍ପର୍କୀୟ ନିଖିଲ ଓ ହିତଲ ମେସୱାନୀଙ୍କ ସମେତ କମ୍ପାନୀର ସମସ୍ତ ପୂର୍ଣ୍ଣକାଳୀନ ନିର୍ଦ୍ଦେଶକଙ୍କ ଦମାମା 2019 ମାର୍ଚ୍ଚରେ ଶେଷ ହୋଇଥିବହା ଆର୍ଥିକ ବର୍ଷରେ ଯଥେଷ୍ଟ ବୃଦ୍ଧି ହୋଇଛି ।

ABOUT THE AUTHOR

...view details