ଓଡିଶା

odisha

ETV Bharat / business

ଟାଟାର 6ଟି ଟ୍ରଷ୍ଟର ରେଜିଷ୍ଟ୍ରେସନ ରଦ୍ଦ କଲା ଆୟକର ବିଭାଗ - tata trust

ଟାଟାର 6ଟି ଟ୍ରଷ୍ଟର ରେଜିଷ୍ଟ୍ରେସନକୁ ରଦ୍ଦ କଲା ଆୟକର ବିଭାଗ । ଏଥିରେ ଜମସେଦପୁର ଟାଟା ଟ୍ରଷ୍ଟ, ଆରଡି ଟାଟା ଟ୍ରଷ୍ଟ, ଟାଟା ସୋସିଆଲ ୱାଲଫେଟ ଟ୍ରଷ୍ଟ ଆଦି ସାମିଲ ରହିଛି।

ଫାଇଲ ଫଟୋ

By

Published : Nov 2, 2019, 10:40 PM IST

ନୂଆଦିଲ୍ଲୀ: ଟାଟାକୁ ଝଟକା । କମ୍ପାନୀ 6ଟି ଟ୍ରଷ୍ଟ ରେଜିଷ୍ଟ୍ରେସନ ରଦ୍ଦ କଲା ଆୟକର ବିଭାଗ । ଏଥିରେ ଜମସେଦପୁର ଟାଟା ଟ୍ରଷ୍ଟ, ଆରଡି ଟାଟା ଟ୍ରଷ୍ଟ, ଟାଟା ସୋସିଆଲ ୱାଲଫେଟ ଟ୍ରଷ୍ଟ, ସାର୍ବଜନୀନ ସେବା ଟ୍ରଷ୍ଟ ଓ ନୱାଜଭାଇ ରତନ ଟାଟା ଟ୍ରଷ୍ଟ ସାମିଲ ରହିଛି।

ଟ୍ରଷ୍ଟ ରେଜିଷ୍ଟ୍ରେସନ ନେଇ ଅକ୍ଟୋବର 31ରେ ମୁମ୍ବାଇ ଆୟକର ବିଭାଗ ପ୍ରିନ୍ସପାଲ ସେକ୍ରେଟରୀ ଜାରି କରିଛନ୍ତି। ଏନେଇ ଟାଟା ଟ୍ରଷ୍ଟ ପକ୍ଷରୁ କୁହାଯାଇଛି ଯେ, ଏହି ସବୁ ଟ୍ରଷ୍ଟ ପାଇଁ ଟିକସ କୌଣସି ରିହାତି ନିଆଯିବ ନାହିଁ ବୋଲି 2015ରେ ହିଁ ନିଷ୍ପତ୍ତି ନିଆଯାଇଛି। ଆଉ ଏ ସମ୍ବନ୍ଧରେ ହିଁ ବିଭାଗ ଏହି ଆଦେଶ ପାରିତ କରିଛି। ଏନେଇ ସେହି ସମୟରେ ରଦ୍ଦ କରିବାର ଥିଲା । ଏହାକୁ ଭଲରେ ଅଧ୍ୟୟନ କରି ଟ୍ରଷ୍ଟ ପକ୍ଷରୁ ଆଇନର ସହାୟତା ଲୋଡାଯିବ।

ABOUT THE AUTHOR

...view details