ଓଡିଶା

odisha

ETV Bharat / business

ଇନସଲଭେନ୍ସି ପ୍ରଣୟନ 6 ମାସ ସ୍ଥଗିତ ରଖିବେ ସରକାର ! - ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌

ଯଦି କୋରୋନା ଭାଇରସ ପ୍ରକୋପର ସ୍ଥିତି ଏପ୍ରିଲ 30ରୁ ଆଗକୁ ବଢେ, ତେବେ ମନ୍ତ୍ରଣାଳୟ ଧାରା 7, 9 ଓ ଆଇବିସି ଧାରା 10କୁ ସ୍ଥଗିତ ପାଇଁ ବିଚାର କରିବ । ଅଧିକ ପଢନ୍ତୁ..

fresh insolvency
ଇନସଲଭେନ୍ସି ପ୍ରଣୟନ 6 ମାସ ସ୍ଥଗିତ ରଖିବେ ସରକାର !

By

Published : Apr 23, 2020, 7:05 PM IST

ନୂଆଦିଲ୍ଲୀ: ଲକଡାଉନ ମଧ୍ୟରେ କାରବାରୀଙ୍କ ପାଇଁ ଏକ ଆଶ୍ବସ୍ତକର ଖବର । ସରକାର ଇନସଲଭେନ୍ସି ଆଣ୍ଡ ବ୍ୟାଙ୍କରପ୍ସି କୋଡ୍‌(ଆଇବିସି) ଅଧିନରେ ନୂଆ ଇନସଲଭେନ୍ସି ପ୍ରକ୍ରିୟା 6 ମାସ ପାଇଁ ସ୍ଥଗିତ କରିଛନ୍ତି ।

ସରକାର ଆଇବିସି, 2016ରେ ସଂଶୋଧନ କରିପାରନ୍ତି । ଅଧ୍ୟାଦେଶକୁ ସେଥିପାଇଁ ପ୍ରଣୟନ କରିବାକୁ ପଡିବ । ଏଥିସହ ରାଷ୍ଟ୍ରପତି ମଞ୍ଜୁରୀ ପାଇଁ ଆଗାମୀ ସୂଚନା ଯାଏଁ ଧାରା 7,9 ଓ 10 କୁ ସ୍ଥଗିତ ପାଇଁ ଦାବି କରାଯିବ ।

ଗତ ମାସରେ ଡିଫଲ୍ଟ ସୀମାରୁ ବଢାଇ 1 କୋଟି ଟଙ୍କା କରିବାକୁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ । ସେ କହିଛନ୍ତି ଯେ, ଯଦି କୋରୋନା ଭାଇରସ ପ୍ରକୋପର ସ୍ଥିତି ଏପ୍ରିଲ 30ରୁ ଆଗକୁ ବଢେ, ତେବେ ମନ୍ତ୍ରାଣଳୟ ଧାରା 7, 9 ଓ ଆଇବିସି ଧାରା 10କୁ ସ୍ଥଗିତ ପାଇଁ ବିଚାର କରିବ ।

ABOUT THE AUTHOR

...view details