ଓଡିଶା

odisha

ETV Bharat / business

ICICI ଲୋମ୍ବାର୍ଡ ସହ ମିଶିବ ଏହି ବୀମା କମ୍ପାନୀ ବ୍ୟବସାୟ - ICICI Lombard to acquire Bharti AXA General Insurance business

ବୀମା କ୍ଷେତ୍ରରେ ହେବ ବଡ ମିଶ୍ରଣ । ICICI ଲୋମ୍ବାର୍ଡ ମିଶିବ ରତୀ ଏକ୍ସା ଜେନରାଲ ଇନ୍ସୁରାନ୍ସର ବିଜନେସ । ଅଧିକ ପଢନ୍ତୁ..

ICICI ଲୋମ୍ବାର୍ଡ ମିଶିବ ଏହି ବୀମା କମ୍ପାନୀ ବ୍ୟବସାୟ
ICICI ଲୋମ୍ବାର୍ଡ ମିଶିବ ଏହି ବୀମା କମ୍ପାନୀ ବ୍ୟବସାୟ

By

Published : Aug 22, 2020, 10:38 PM IST

ନୂଆଦିଲ୍ଲୀ:ଆଇସିଆଇସିଆଇ ଲୋମ୍ବାର୍ଡ ଜେନରାଲ ଇନ୍ସୁରାନ୍ସ ଭାରତୀୟ ଏଣ୍ଟରପ୍ରାଇଜେଜର ଭାରତୀ ଏକ୍ସା ଜେନରାଲ ଇନ୍ସୁରାନ୍ସକୁ ଅଧିଗ୍ରହଣ କରିବ । ଏନେଇ ଚୁକ୍ତି ସୁନିଶ୍ଚିତ ହୋଇଛି ।

ଏହାକୁ ବୀମା କ୍ଷେତ୍ରର ଏକ ପ୍ରମୁଖ ମିଶ୍ରଣ କୁହାଯାଉଛି । ପ୍ରସ୍ତାବିତ 4,500 କୋଟି ଟଙ୍କା ଚୁକ୍ତି ଦ୍ବାରା ଆଇସିଆଇସିଆଇ ଲୋମ୍ବାର୍ଡ ଜେନେରାଲ ଇନସୁରାନ୍ସକୁ ସାଧାରଣ ବୀମା କିମ୍ବା ଅଣ-ଜୀବନ ବୀମା କ୍ଷେତ୍ରରେ ତୃତୀୟ ବୃହତ୍ତମ କମ୍ପାନୀ କରିବ।

ଭାରତୀ ଏଣ୍ଟରପ୍ରାଇଜେସ ପାଖରେ ବର୍ତ୍ତମାନ ଭାରତୀ ଏକ୍ସା ଜେନରାଲ ଇନ୍ସୁରାନ୍ସର 51 ପ୍ରତିଶତ ଅଂଶଧନ ରହିଛି । ବାକି 49 ପ୍ରତିଶତ ଭାଗ ପ୍ରାନ୍ସିସ ବୀମା କମ୍ପାନୀ ଏକ୍ସା ପାଖରେ ଅଛି ।

For All Latest Updates

ABOUT THE AUTHOR

...view details