ଓଡିଶା

odisha

ETV Bharat / business

ଅଗଷ୍ଟରେ 9 ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଏହା କେଉଁ ଦିନ - 9 ଦିନ ବ୍ୟାଙ୍କ ବନ୍ଦ

ଅଗଷ୍ଟ ମାସରେ ସାରା ଦେଶରେ 9 ଦିନ ବନ୍ଦ ରହିବ ବ୍ୟାଙ୍କ । ଜାଣନ୍ତୁ ଏହା କେଉଁ ଦିନ...

ଅଗଷ୍ଟରେ 9 ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଏହା କେଉଁ ଦିନ
ଅଗଷ୍ଟରେ 9 ଦିନ ବନ୍ଦ ରହିବ ବ୍ୟାଙ୍କ, ଜାଣନ୍ତୁ ଏହା କେଉଁ ଦିନ

By

Published : Jul 31, 2021, 8:41 PM IST

ମୁମ୍ବାଇ: ଅଗଷ୍ଟ ମାସରେ ଦେଶବ୍ୟାପୀ 9 ଦିନ ବନ୍ଦ ରହିବ ବ୍ୟାଙ୍କ । ଏହି ବନ୍ଦ ମଧ୍ୟରେ 7ଟି ଉଇକେଣ୍ଡ ଏବଂ ଦୁଇଟି ସ୍ବତନ୍ତ୍ର ଛୁଟି ଦିନ ରହିଛି । ଜନ୍ମାଷ୍ଟମୀ ଏବଂ ମହରମ ପାଇଁ ଦୁଇ ଦିନ ଏବଂ ବାକି 7 ଦିନରେ ଦୁଇଟି ଶନିବାର ଓ 4ଟି ରବିବାର ରହିଛି ।

ଅଗଷ୍ଟ 2021ରେ ଦେଶବ୍ୟାପୀ ବ୍ୟାଙ୍କ ଛୁଟିଦିନ ତାଲିକା:

1 ଅଗଷ୍ଟ- ରବିବାର

8 ଅଗଷ୍ଟ- ରବିବାର

14 ଅଗଷ୍ଟ- ଦ୍ବିତୀୟ ଶନିବାର

15 ଅଗଷ୍ଟ- ରବିବାର

19 ଅଗଷ୍ଟ- ମହରମ

22 ଅଗଷ୍ଟ- ରବିବାର

28 ଅଗଷ୍ଟ- ଚତୁର୍ଥ ଶନିବାର

29 ଅଗଷ୍ଟ- ରବିବାର

31 ଅଗଷ୍ଟ- ଜନ୍ମାଷ୍ଟମୀ

ଆଞ୍ଚଳିକ ଛୁଟି ତାଲିକା:

4 ଅଗଷ୍ଟ ବୋନାଲୁ ତେଲେଙ୍ଗାନା
11 ଅଗଷ୍ଟ ହରୟାଲି ତିଜ୍ ହରିୟାଣା
13 ଅଗଷ୍ଟ ଜାତୀୟ ଦିବସ ମଣିପୁର
16 ଅଗଷ୍ଟ ଡି ଜୁର ଟ୍ରାନ୍ସଫର୍ସ ଡେ ପୁଡୁଚେରୀ
17 ଅଗଷ୍ଟ ପାର୍ସି ନୂଆ ବର୍ଷ ମହାରାଷ୍ଟ୍ର
20 ଅଗଷ୍ଟ ପ୍ରଥମ ଓନାମ କେରଳ
21 ଅଗଷ୍ଟ ଥିରୁଭୋନମ କେରଳ

(Disclaimer: Readers should note that the above dates, especially those related to festivals, are decided in advance. ETV Bharat advises readers to cross-check with local bank authorities on the above dates before planning their bank transactions.)

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ABOUT THE AUTHOR

...view details