ଓଡିଶା

odisha

ETV Bharat / business

କର ବିଭାଗର ୱେବ ପୋର୍ଟ ଆରମ୍ଭ, ମିଳିବ ସବୁ ସୂଚନା - web portal for exchange of information

ସୂଚନା ଆଦାନ ପ୍ରଦାନ ପାଇଁ ୱେବ ପୋର୍ଟାଲ ଆରମ୍ଭ କରିଛି କର ବିଭାଗ । ଅଧିକ ଖବର ପଢନ୍ତୁ...

କର ବିଭାଗର ୱେବ ପୋର୍ଟ ଆରମ୍ଭ

By

Published : Nov 24, 2019, 1:42 AM IST

ନୂଆଦିଲ୍ଲୀ: ସୂଚନା ଆଦାନ ପ୍ରଦାନ ପାଇଁ ୱେବ ପୋର୍ଟାଲ ଆରମ୍ଭ କରିଛି କର ବିଭାଗ । କେନ୍ଦ୍ରୀୟ ପ୍ରତ୍ୟେକ୍ଷ କର ବୋର୍ଡ (ସିବିଡିଟି)ର ଚେୟାରମ୍ୟାନ ପି.ସି ମୋଦି ଆୟକର ବିଭାଗର ଏହି ପୋର୍ଟାଲର ଶୁଭାରମ୍ଭ କରିଛନ୍ତି ।

ସିବିଡିଟି ଏକ ବୟାନରେ କହିଛି ଯେ, ସ୍ବତ୍ତ: ସୂଚନା ଆଦାନପ୍ରଦାନ(ଏଇଓଆଇ) ଉପରେ ଭାରତ 2017ନ ରୁ ହିଁ ପ୍ରକାଶ କରୁଥିବା ରିପୋର୍ଟ ମାନକ(ସିଆରଏସ) ଅନୁଯାୟୀ ସୂଚନା ଦେବାକୁ ପ୍ରତିବଦ୍ଧ ରହିଛି । ଏଇଓଆଇକୁ 2015ରୁ ବାଧ୍ୟତାମୂଳକ ଘେରାଇ ଆଇନ ଢାଞ୍ଚା ରୂପରେ ଆପଣାଯାଇଛି ।

ABOUT THE AUTHOR

...view details