ଓଡିଶା

odisha

ETV Bharat / business

ଏସବିଆଇ କାର୍ଡର ନୂଆ ଏମଡି ଓ ସିଇଓ ହେଲେ ଅଶ୍ବନୀ ତିୱାରୀ - ଏସବିଆଇ କାର୍ଡର ନୂଆ ଏମଡି ଓ ସିଇଓ ହେଲେ ଅଶ୍ବନୀ ତିୱାରୀ

ଏସବିଆଇ କାର୍ଡସ ଆଣ୍ଡ ପେମେଣ୍ଟ ସର୍ବିଶେଷ (ଏସବିଆଇ କାର୍ଡ) ଏକ ବିଜ୍ଞପ୍ତି ଜାରି କରି କହିଛି କି, ହରଦୟାଲ ପ୍ରସାଦଙ୍କ ସ୍ଥାନରେ ଅଶ୍ବିନୀ ତିୱାରୀ ଦାୟିତ୍ବ ନେଇଛନ୍ତି । 2020 ଜୁଲାଇ 31 କେ ପ୍ରସାଦ ନିଜ ପଦରୁ ଅବସର ନେଇଥିଲେ । ଅଧିକ ପଢନ୍ତୁ..

ଏସବିଆଇ କାର୍ଡର ନୂଆ ଏମଡି ଓ ସିଇଓ ହେଲେ ଅଶ୍ବନୀ ତିୱାରୀ
ଏସବିଆଇ କାର୍ଡର ନୂଆ ଏମଡି ଓ ସିଇଓ ହେଲେ ଅଶ୍ବନୀ ତିୱାରୀ

By

Published : Aug 4, 2020, 8:57 PM IST

ନୂଆଦିଲ୍ଲୀ: ଦେଶର ଦ୍ବିତୀୟ ସର୍ବବୃହତ୍ତ କ୍ରେଟିଡ କାର୍ଟ କମ୍ପାନୀ ଏସବିଆଇ କାର୍ଡର ପରିଚାଳନା ନିର୍ଦ୍ଦେଶକ(ଏମଡି) ଏବଂ ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ (ସିଇଓ) ଦାୟିତ୍ବ ଗ୍ରହଣ କଲେ ଅଶ୍ବିନୀ ତିୱାରୀ । ଅଗଷ୍ଟ 1 ରୁ ତିୱରୀ ଏହି କାର୍ଯ୍ୟଭାର ଗ୍ରହଣ କରିଛନ୍ତି ବୋଲି ମଙ୍ଗଳବାର କମ୍ପାନୀ ପକ୍ଷରୁ ସୂଚନା ଦିଆଯାଇଛି ।

ଏସବିଆଇ କାର୍ଡସ ଆଣ୍ଡ ପେମେଣ୍ଟ ସର୍ବିଶେଷ (ଏସବିଆଇ କାର୍ଡ) ଏକ ବିଜ୍ଞପ୍ତି ଜାରି କରି କହିଛି କି, ହରଦୟାଲ ପ୍ରସାଦଙ୍କ ସ୍ଥାନରେ ଅଶ୍ବିନୀ ତିୱାରୀ ଦାୟିତ୍ବ ନେଇଛନ୍ତି । 2020 ଜୁଲାଇ 31 କେ ପ୍ରସାଦ ନିଜ ପଦରୁ ଅବସର ନେଇଥିଲେ ।

ଏସବିଆଇ କାର୍ଡରେ କାର୍ଯ୍ୟଭାବ ସମ୍ଭାଳିବା ପୂର୍ବରୁ ତିୱାରୀ 2017 ଏପ୍ରିଲରୁ ନ୍ୟୁୟର୍କ ଷ୍ଟେଟ ବ୍ୟାଙ୍କ ଇଣ୍ଡିଆ ରେ ଆମେରିକୀୟ ପରିଚାଳନାର ପ୍ରମୁଖ ରହିଥିଲେ । ସେ ଏସବିଆଇ (କାର୍ଲିଫର୍ଣ୍ଣିଆ) ର ନିର୍ଦ୍ଦେଶକ ମଣ୍ଡଳୀର (Board of Directors)ର ଉପାଧ୍ୟକ୍ଷ ଭାବେ କାମ କରିଛନ୍ତି ।

ତିୱାରୀ କହିଛନ୍ତି କି, ‘‘ ମୋର ବର୍ତ୍ତମାନର ଲକ୍ଷ୍ୟ ରହିଛି କି ଏହି ଚ୍ୟାଲେଞ୍ଜପୂର୍ଣ୍ଣ ପରିବେଶରେ ମଧ୍ୟ ଗତ 2 ତ୍ରୟମାସର ବ୍ୟବସାୟିକ ପ୍ରଦର୍ଶକୁ ଜାରି ରଖିବା । ’’

ABOUT THE AUTHOR

...view details