ନୂଆଦିଲ୍ଲୀ: 2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈୟମାସରେ ରିଲାଏନ୍ସ ଜିଓର ନିଟ ଲାଭ 177 ପ୍ରତିଶତ ବୃଦ୍ଧି ପାଇ 2,331 କୋଟି ଟଙ୍କାରେ ପହଞ୍ଚିଛି । ଗୁରୁବାର ଏ ନେଇ ସୂଚନା ଦିଆଯାଇଛି ।
ରିଲାଏନ୍ସ ଜିଓର ଚତୁର୍ଥ ତ୍ରୈୟମାସର ପ୍ରଫିଟ 2,331କୋଟିକୁ ବୃଦ୍ଧି
2019-20 ଆର୍ଥିକ ବର୍ଷର ଚତୁର୍ଥ ତ୍ରୈୟମାସରେ ରିଲାଏନ୍ସ ଜିଓର ନିଟ ଲାଭ 177 ପ୍ରତିଶତ ବୃଦ୍ଧି ପାଇ 2,331 କୋଟି ଟଙ୍କାରେ ପହଞ୍ଚିଛି । ଅଧିକ ପଢ଼ନ୍ତୁ...
ରିଲାଏନ୍ସ ଜିଓର ଚତୁର୍ଥ ତ୍ରୈୟମାସର ପ୍ରଫିଟ 2,331କୋଟିକୁ ବୃଦ୍ଧି
ଏହା ପୂର୍ବ ଆର୍ଥିକ ବର୍ଷର ଆଲୋଚ୍ୟ ତ୍ରୈୟମାସରେ କମ୍ପାନୀକୁ 840 କୋଟିର ନିଟ ପ୍ରଫିଟ ମିଳିଥିଲା ।
ପ୍ରକାଶ ଯେ, କିଛି ଦିନ ପୂର୍ବରୁ ଫେସବୁକ ରିଲାଏନ୍ସ ଜିଓ ମଧ୍ୟ ଚୁକ୍ତି ହୋଇଛି । ରିଲାଏନ୍ସରେ ୪୩ ହଜାର କୋଟିରୁ ଅଧିକ ନିବେଶ କରିବାକୁ ଘୋଷଣା କରିଛନ୍ତି ଫେସବୁକ ସିଇଓ ମାର୍କ ଜୁକରବର୍ଗ । ଏହା ଦ୍ବାରା ଇ-କମର୍ସ ବଜାରରେ ରିଲାଏନ୍ସର ଚାହିଦା ବଢିବା ସହ ଅନ୍ୟ ପ୍ରମୁଖ କମ୍ପାନୀଙ୍କୁ ଟକ୍କର ଦେବ ।