ଓଡିଶା

odisha

ETV Bharat / business

ଅନଲାନଇ ପେମେଣ୍ଟ ଏଗ୍ରିଗେଟରରଙ୍କୁ ନିୟନ୍ତ୍ରଣ କରିବ ଆରବିଆଇ

ପେମେଣ୍ଟ ଏଗ୍ରିଗେଟ କମ୍ପାନୀଙ୍କ ପାଇଁ ନୂଆ ଗାଇଡଲାଇନ ପ୍ରଣୟନ କରିଛି ଭାରତୀୟ ରିଜର୍ଭ ବ୍ୟାଙ୍କ । ଅଧିକ ପଢନ୍ତୁ..

Rbi releases news guidlines for payment aggeregators
ଅନଲାନଇ ପେମେଣ୍ଟ ଏଗ୍ରିଗେଟରରଙ୍କୁ ନିୟନ୍ତ୍ରଣ କରିବ ଆରବିଆଇ

By

Published : Mar 18, 2020, 6:44 PM IST

ମୁମ୍ବାଇ: ଏଣିକି ଅନଲାଇନ ପେମେଣ୍ଟକୁ ସୁଗମ କରୁଥିବା 'ପେମେଣ୍ଟ ଏଗ୍ରିଗେଟର୍' (PA) କମ୍ପାନୀଙ୍କୁ ନିୟନ୍ତ୍ରିତ କରିବ ରିଜର୍ଭ ବ୍ୟାଙ୍କ । ଅନଲାଇନ ପେମେଣ୍ଟ ସେଗମେଣ୍ଟରେ ଏହି ମଧ୍ୟସ୍ଥିମାନଙ୍କର ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟକୁ ଦୃଷ୍ଟିରେ ରଖି ଏହି ପଦକ୍ଷେପ ନିଆଯାଇଥିବା ନେଇ ଆରବିଆଇ କହିଛି ।

PA ଏଭଳି ଏକ ୟୁନିଟ ଯାହା ଇ-କମର୍ସ କମ୍ପାନୀ ଏବଂ ବ୍ୟବସାୟୀଙ୍କୁ ଗ୍ରାହକଙ୍କ ଠାରୁ ଦେୟ ବାଧ୍ୟତାମୂଳକ ପୂରଣ ପାଇଁ ବିଭିନ୍ନ ଦେୟ ଉତ୍ପାଦ ଗ୍ରହଣ କରିବାକୁ ସୁବିଧା ଯୋଗାଇଥାଏ |

ଆରବିଆଇ କହିଛି ଯେ, ‘‘ ଏ ନେଇ ମିଳିଥିବା ପ୍ରତିକ୍ରିୟା ଓ ଅନଲାଇନ ପେମେଣ୍ଟ ସେଗମେଣ୍ଟରେ ଏହି ମଧ୍ୟସ୍ଥିଙ୍କ ଭୂମିକା ଓ ପାଣ୍ଠି ପରିଚାଳନାଙ୍କୁ ଦୃଷ୍ଟିରେ ରଖି ୟୁନିଟ ଗୁଡିକର କାର୍ଯ୍ୟକଳାପକୁ ନିୟନ୍ତ୍ରଣ କରିବାକୁ ନିଷ୍ପତ୍ତି ନିଆଯାଇଛି ।

ABOUT THE AUTHOR

...view details