ଓଡିଶା

odisha

ETV Bharat / business

ବିଦେଶୀଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସିକ୍ୟୁରିଟି ଉନ୍ମୁକ୍ତ କରିବ RBI - ବିଦେଶୀଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସିକ୍ୟୁରିଟି ଉନ୍ମୁକ୍ତ

ଅଣ-ବାସିନ୍ଦା ନିବେଶକଙ୍କ ପାଇଁ ନିର୍ଦ୍ଦିଷ୍ଟ ସରକାରୀ ସିକ୍ୟୁରିଟି ସମ୍ପୂର୍ଣ୍ଣ ରୂପେ ଖୋଲିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆଜି ଏକ ସର୍କୁଲାର ଜାରି କରିଛି । ଅଧିକ ପଢନ୍ତୁ...

RBI issued a circular to fully open up specified government securities for non-resident investors
ବିଦେଶୀଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସିକ୍ୟୁରିଟି ଉନ୍ମୁକ୍ତ କରିବ ଆରବିଆଇ

By

Published : Mar 30, 2020, 11:24 PM IST

ନୂଆଦିଲ୍ଲୀ: ଅଣ-ବାସିନ୍ଦା ନିବେଶକଙ୍କ ପାଇଁ ନିର୍ଦ୍ଦିଷ୍ଟ ସରକାରୀ ସିକ୍ୟୁରିଟି ସମ୍ପୂର୍ଣ୍ଣ ରୂପେ ଖୋଲିବାକୁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ) ଆଜି ଏକ ସର୍କୁଲାର ଜାରି କରିଛି । ପୂର୍ବରୁ 2020-21 ବଜେଟରେ ଘରୋଇ ନିବେଶକମାନଙ୍କ ପାଇଁ ସରକାରୀ ସିକ୍ୟୁରିଟି ଉପଲବ୍ଧ ହେବା ବ୍ୟତୀତ ଅଣ-ବାସିନ୍ଦା ନିବେଶକଙ୍କ ପାଇଁ କେତେକ ନିର୍ଦ୍ଦିଷ୍ଟ ବର୍ଗର ସିକ୍ୟୁରିଟିକୁ ସମ୍ପୂର୍ଣ୍ଣ ଖୋଲାଯିବ ବୋଲି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଘୋଷଣା କରିଥିଲେ।

ବିଦେଶୀଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସିକ୍ୟୁରିଟି ଉନ୍ମୁକ୍ତ କରିବ ଆରବିଆଇ

ବଜେଟ୍ ଘୋଷଣା ଅନୁଯାୟୀ, ରିଜର୍ଭ ବ୍ୟାଙ୍କ ସୋମବାର ବଣ୍ଡ୍‌ ବଜାରକୁ ଗତିଶୀଳ କରିବା ପାଇଁ ଏକ ପଦକ୍ଷେପ ଭାବରେ ଅଣ-ବାସିନ୍ଦା ନିବେଶକଙ୍କ ପାଇଁ ସରକାରୀ ନିର୍ଦ୍ଦିଷ୍ଟ ସିକ୍ୟୁରିଟି (ଜି-ସେକେଣ୍ଡ) ଖୋଲିଛି । ସେହି ଅନୁଯାୟୀ, ଭାରତ ସରକାରଙ୍କ ଦ୍ବାରା ଜାରି କରାଯାଇଥିବା ସିକ୍ୟୁରିଟିରେ ନିବେଶ ଅଣ-ବାସିନ୍ଦାଙ୍କ ପାଇଁ ଏକ ସମ୍ପୂର୍ଣ୍ଣ ମାର୍ଗ ଯଥା ଫୁଲ୍ ଆକ୍ସେସିବିଲିଟି ରୁଟ୍ (FAR)କୁ ସୂଚିତ କରାଯାଇଛି ବୋଲି ଆରବିଆଇ ଏକ ବିଜ୍ଞପ୍ତିରେ ପ୍ରକାଶ କରିଛି ।

ବିଦେଶୀଙ୍କ ପାଇଁ ସ୍ବତନ୍ତ୍ର ସରକାରୀ ସିକ୍ୟୁରିଟି ଉନ୍ମୁକ୍ତ କରିବ ଆରବିଆଇ

ଏହା ଦ୍ବାରା ସାମଗ୍ରିକ ଫରେନ ପୋର୍ଟପୋଲିଓ ଇନଭେଷ୍ଟମେଣ୍ଟ ସୀମା 6 ପ୍ରତିଶତରୁ ଅଧିକ ହେବ କିନ୍ତୁ ନିର୍ଦ୍ଦିଷ୍ଟ ସିକ୍ୟୁରିଟି ଅଧୀନରେ ପଡୁଥିବା ବ୍ୟକ୍ତିମାନେ ବିନା ପ୍ରତିବନ୍ଧକରେ ବିନା ପାଇପାରିବେ ବୋଲି ଆରବିଆଇ ପକ୍ଷରୁ କୁହାଯାଇଛି ।

@ANI

For All Latest Updates

TAGGED:

ABOUT THE AUTHOR

...view details