ଓଡିଶା

odisha

By

Published : Apr 1, 2020, 6:08 PM IST

ETV Bharat / business

କୋରୋନା କବଳରେ ଅର୍ଥନୀତି, ନୂଆ ରଣନୀତି ଆଣିଲା ଆରବିଆଇ

କୋରେନା ଭାଇରସ ପ୍ରଭାବରେ ଗୁରୁତର ଅର୍ଥନୀତିକୁ ପୁଣି ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣାନ କରିଛି ନୂଆ ଉପାୟ । ଅଧିକ ପଢନ୍ତୁ ..

rbi announces more measures to deal with economic fallout of covid-19
କୋରୋନା କବଳରେ ଅର୍ଥନୀତି, ନୂଆ ରଣନୀତି ଆଣିଲା ଆରବିଆଇ

ନୂଆଦିଲ୍ଲୀ: କୋରୋନା ଭାଇରସ ମହମାରୀରେ ପ୍ରଭାବିତ ଅର୍ଥବ୍ୟବସ୍ଥାକୁ ସୁଧାରିବା ପାଇଁ ଭାରତୀୟ ରିଜର୍ଭ ବ୍ୟାଙ୍କ ଘୋଷଣା କଲା ନୂଆ ଉପାୟ । ଏଥିରେ ରପ୍ତାନୀ ଆୟ ପ୍ରାପ୍ତି ଓ ସ୍ବଦେଶ ପଠାଇବାର ଅବଧି ବୃଦ୍ଧି ସାମିଲ ରହିଛି ।

ଏଥିସହ ଆରବିଆଇ ସମସ୍ତ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳର ଆୟ-ବ୍ୟୟର ନଗଦ ପ୍ରବାହର ପାର୍ଥ୍ୟକ ସୀମାକୁ 30 ପ୍ରତିଶତ ବୃଦ୍ଧି କରିଛି । ଆରବିଆଇ ଏକ ବିବୃତ୍ତିରେ କହିଛି ଯେ, ବର୍ତମାନ ବସ୍ତୁ ଓ ସପ୍ଟୱେର ରପ୍ତାନୀର ମୋଟ ରାଶିକୁ ରପ୍ତାନୀର 9 ମାସ ମଧ୍ୟରେ ଦେଶକୁ ଆଣିବାକୁ ପଡିଥାଏ ।

ବ୍ୟାଙ୍କ କହିଛି ଯେ, କୋଭିଡ-19 ମହାମରୀ ଯୋଗୁଁ ବହୁତ ସମସ୍ୟାର ସାମ୍ନା କରିବାକୁ ପଡୁଛି । ଏଥିପାଇଁ 2020 ଜୁଲାଇ 31 ମଧ୍ୟରେ ରପ୍ତାନୀରୁ ହେବାକୁ ଥିବା ଆୟକୁ ଦେଶରେ ଆସିବା ଅବଧିକୁ 15 ମାସ ପର୍ଯ୍ୟନ୍ତ ବଢାଯାଇଛି ।

ABOUT THE AUTHOR

...view details