ଭୁବନେଶ୍ବର: ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ 3 ହଜାର 2 ଶହ କୋଟି ମଞ୍ଜୁର କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ପାଇଁ 1ହଜାର 7 ଶହ 11 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି ।
ରାଜ୍ୟ ବଜେଟ: ବିପର୍ଯ୍ୟୟ ପରିଚାଳନା ପାଇଁ 3 ହଜାର 2 ଶହ କୋଟି - ରାଜ୍ୟ ବଜେଟ
ରାଜ୍ୟ ସରକାର ବିପର୍ଯ୍ୟୟ ପରିଚାଳନା ପାଇଁ 3ହଜାର 2 ଶହ କୋଟି ଟଙ୍କା ମଞ୍ଜୁର କରିଛନ୍ତି । ରାଜ୍ୟ ବିପର୍ଯ୍ୟୟ ସହାୟତା ପାଣ୍ଠି ପାଇଁ 1 ହଜାର 7 ଶହ 11 କୋଟି ଟଙ୍କା ବ୍ୟୟ ଅଟକଳ କରାଯାଇଛି । ଅଧିକ ପଢନ୍ତୁ...
ରାଜ୍ୟ ବଜେଟ: ବିପର୍ଯ୍ୟୟ ପରିଚାଳନା ପାଇଁ 3ହଜାର 2 ଶହ କୋଟି
ସେହିପରି ଏନଡିଆରଏଫ ପାଇଁ 1 ହଜାର କୋଟି, ରାଜ୍ୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 4 ଶହ 28 କୋଟି ଓ ଜାତୀୟ ବିପର୍ଯ୍ୟୟ ପ୍ରଶମନ ପାଣ୍ଠି ପାଇଁ 43 କୋଟି ଟଙ୍କା ରାଜ୍ୟ ସରକାର ବ୍ୟୟ କରିବେ । ସେହିପରି ବିଶ୍ବ ବ୍ୟାଙ୍କ ସହାୟତାରେ ଓଡିଆରପି ପାଇଁ 1 ଶହ କୋଟି ଟଙ୍କା ସରକାର ଯୋଗାଇବେ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ