ଓଡିଶା

odisha

ETV Bharat / business

ଶିଳ୍ପ, MSME କ୍ଷେତ୍ରର ବିକାଶ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ - Industries, MSME sector development

ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଏଥିସହ 9 ହଜାର କୋଟି ଟଙ୍କାର 6ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ଏଥିରେ 6525ଙ୍କୁ ମିଳିବ ନିଯୁକ୍ତି । ଅଧିକ ପଢ଼ନ୍ତୁ...

Industries, MSME sector development
ଶିଳ୍ପ, MSME କ୍ଷେତ୍ରର ବିକାଶ ପାଇଁ ମନ୍ତ୍ରୀ ସ୍ତରୀୟ କମିଟି ଗଠନ

By

Published : Apr 20, 2020, 11:02 PM IST

ଭୁବନେଶ୍ବର: ଅର୍ଥନୀତିକୁ ଟ୍ରାକକୁ ଫେରାଇବାକୁ ପ୍ରୟାସ । କୋଭିଡ-19 ମୁକାବିଲା ସହ ସମାନ୍ତରାଳ ଭାବେ ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ଆରମ୍ଭ ହୋଇଛି ଜୋରଦାର ଉଦ୍ୟମ । 9 ହଜାର କୋଟି ଟଙ୍କାର 6ଟି ଶିଳ୍ପ ପ୍ରସ୍ତାବକୁ ମଞ୍ଜୁରୀ ଦେଇଛନ୍ତି ସରକାର।

ଶିଳ୍ପ କ୍ଷେତ୍ରର ବିକାଶ ପାଇଁ ଏକ ମନ୍ତ୍ରୀ ସ୍ତରୀୟ କମିଟି ଗଠନ କରିଛନ୍ତି ମୁଖ୍ୟମନ୍ତ୍ରୀ । ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀଙ୍କ ଅଧ୍ୟକ୍ଷତାରେ ଏହି କମିଟିରେ ଶିଳ୍ପ ମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ର, ଶ୍ରମ ମନ୍ତ୍ରୀ ସୁଶାନ୍ତ ସିଂ, ଖଣି ମନ୍ତ୍ରୀ ପ୍ରଫୁଲ୍ଲ ମଲିକ ରହିଛନ୍ତି ।

ମୋଟ 9100.29 କୋଟି ଟଙ୍କାର ଏହି ପ୍ରକଳ୍ପରେ 6525 ଜଣ ନିଯୁକ୍ତି ପାଇବେ ।

ଭୁବନେଶ୍ବରରୁ ଜ୍ଞାନଦର୍ଶୀ ସାହୁ, ଇଟିଭି ଭାରତ

ABOUT THE AUTHOR

...view details