ନୂଆଦିଲ୍ଲୀ:ଘରୋଇ କ୍ଷେତ୍ରର ଗଣମାଧ୍ୟମ କମ୍ପାନୀ NDTV ଉପରେ 5.36 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ । ଗଣମାଧ୍ୟମ କମ୍ପାନୀ ନିଜ ବୋର୍ଡରେ ଷଷ୍ଠ ନିଦ୍ଦେଶକଙ୍କୁ ନିଯୁକ୍ତି ଦେବାରେ ବିଳମ୍ବ କରିଥିବାରୁ ସେୟାର ବଜାର ଏନଏସଇ ଏନେଇ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛି ।
କେବଳ ଏନଏସଇ ନୁହେଁ ବିଏସଇ (ବମ୍ବେ ଷ୍ଟକ ଏକ୍ସଚେଞ୍ଜ) ମଧ୍ୟ ଏହି ସମାନ କାରଣ ଯୋଗୁଁ କମ୍ପାନୀ ଉପରେ 5.36 ଲକ୍ଷ ଟଙ୍କାର ଜୋରିମାନା ଲଗାଇଛି ।