ନୂଆଦିଲ୍ଲୀ. ଆଜିଠାରୁ ଆରମ୍ଭ 2020-21 ଆର୍ଥିକ ବର୍ଷ । ନୂଆ ଆର୍ଥିକ ବର୍ଷ ସ୍ବାଭାବିକ ଭାବେ ଏପ୍ରିଲ ପହିଲରୁ ଆରମ୍ଭ । ପୂର୍ବରୁ ଜୁଲାଇ 1କୁ ଏହା ଘୁଞ୍ଚାଇ ଦିଆଯାଇଥିବା ଖବର ଏକ ଗୁଜବ । ସରକାର ଏ ନେଇ ମଙ୍ଗଳବାର ସ୍ପଷ୍ଟ କରିଛନ୍ତି।
ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ - financial year 2020-21
ନୂଆ ଆର୍ଥିକ ବର୍ଷ ସ୍ବାଭାବିକ ଭାବେ ଏପ୍ରିଲ ପହିଲାରୁ ଆରମ୍ଭ । ଏ ନେଇ ସରକାର ସ୍ପଷ୍ଟ କରିଛନ୍ତି । ଅଧିକ ପଢନ୍ତୁ...

ଆଜିଠୁ ନୂଆ ଆର୍ଥିକ ବର୍ଷ ଆରମ୍ଭ
ପ୍ରକାଶ ଯେ, କୋରୋନା ସଂକ୍ରମଣର ଭୟଙ୍କର ପ୍ରଭାବକୁ ନଜରରେ ରଖି ସରକାର ଆର୍ଥିକ ବର୍ଷ ଘୁଞ୍ଚାଇପାରନ୍ତି ବୋଲି ଖବର ପ୍ରଚାର ହେଉଥିଲା । ସୋସିଆଲ ମିଡିଆରେ ଏ ନେଇ ଅଧିକ ବିତର୍କ ଦେଖାଦେଇଥିଲା । ତେବେ ଏସବୁ ଖବରରେ ପୂର୍ଣ୍ଣଚ୍ଛେଦ ପକାଇ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ ସ୍ପଷ୍ଟ କରାଯାଇଛି କି ବୁଧବାର ଠାରୁ ନୂଆ ଆର୍ଥିକ ବର୍ଷ ଆରମ୍ଭ ହେବ ।