ଓଡିଶା

odisha

By

Published : Jun 26, 2020, 5:34 PM IST

ETV Bharat / business

ଜୁଲାଇ 15 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ଅନ୍ତର୍ଜାତୀୟ କମର୍ସିଆଲ ଯାତ୍ରୀ ବିମାନ ଉପରେ ଲଗାଯାଇଥିବା ରୋକ ଜୁଲାଇ 15କୁ ବୃଦ୍ଧି । ଅଧିକ ପଢନ୍ତୁ..

ଜୁଲାଇ 15 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ
ଜୁଲାଇ 15 ଯାଏଁ ଅନ୍ତର୍ଜାତୀୟ ବିମାନ ସେବା ବନ୍ଦ

ନୂଆଦିଲ୍ଲୀ: ଜୁନ 15 ଯାଏଁ ଅନ୍ତର୍ଜାତୀୟ ବିମାନ ଚଳାଚଳ ଉପରେ ଜାରି ରହିବ କଟକଣା । ତେବେ ଏଥିମଧ୍ୟରେ ଘରୋଇ ବିମାନ ସେବା ଜାରି ରହିବ । ଏଥିସହ ଏହି ଆଦେଶ କେବଳ କାର୍ଗୋ ବିମାନ ଓ DGCAରୁ ଆପ୍ରୁଭ ସ୍ପେଶାଲ ବିମାନ ଉପରେ ଲାଗୁ ହେବ ନାହିଁ ।

କୋରୋନା ଯୋଗୁଁ ସମଗ୍ର ଦେଶରେ ମାର୍ଚ୍ଚ 24ରୁ ଲକଡାଉନ ଲାଗୁ କରାଯାଇଥିଲା । ଏହା ପୂର୍ବରୁ ମାର୍ଚ୍ଚ 23ରୁ ଅନ୍ତର୍ଜାତୀୟ ବିମାନ ଉପରେ ରୋକ ଲଗାଯାଇଥିଲା । ପ୍ରଥମେ ଏହି କଟକଣା 1 ସପ୍ତାହ ମାର୍ଚ୍ଚ 29 ଯାଏଁ ଥିଲା , ପରେ ଏହି ଅବଧି ବଢିଚାଲିଛି ।

ABOUT THE AUTHOR

...view details