ନୂଆଦିଲ୍ଲୀ: ହାଉସିଂ ଲୋନ କାରବାରୀ ଏଚଡିଏଫସି ଋଣ ବୋଝରେ ବୁଡିଥିବା ରିଲାଏନ୍ସ କ୍ୟାପିଟାଲ 6.43 ପ୍ରତିଶତ ସେୟାର କିଣିଛି । ଶନିବା ଏ ନେଇ ଏଡିଏଫସି ପକ୍ଷରୁ କୁହାଯାଇଛି ।
ରିଲାଏନ୍ସ କ୍ୟାପିଟାଲର 6.43 ପ୍ରତିଶତ ସେୟାର କିଣିଲା ଏଚଡିଏଫସି - reliance capital
ଏଚଡିଏଫସି ଋଣ ବୋଝରେ ବୁଢିଥିବା ରିଲାଏନ୍ସ କ୍ୟାପିଟାଲ 6.43 ପ୍ରତିଶତ ସେୟାର କିଣିଛି । ରିଲାଏନ୍ସ କ୍ୟାପିଟାଲର ଏହି ସେୟାର ଏଚଡିଏଫସି ପାଖରେ ବନ୍ଧକ ରହିଥିଲା । ଅଧିକ ପଢନ୍ତୁ..
![ରିଲାଏନ୍ସ କ୍ୟାପିଟାଲର 6.43 ପ୍ରତିଶତ ସେୟାର କିଣିଲା ଏଚଡିଏଫସି hdfc acquires 6.43 percent stake in reliance capital](https://etvbharatimages.akamaized.net/etvbharat/prod-images/768-512-6936585-thumbnail-3x2-photojpeg.jpg)
ରିଲାଏନ୍ସ କ୍ୟାପିଟାଲର 6.43 ପ୍ରତିଶତ ସେୟାର କିଣିଲା ଏଚଡିଏଫସି
ରିଲାଏନ୍ସ କ୍ୟାପିଟାଲର ଏହି ସେୟାର ଏଚଡିଏଫସି ପାଖରେ ବନ୍ଧକ ରହିଥିଲା । ତେବେ ଆର୍ଥିକ ସଙ୍କଟରୁ ମୁକୁଳାଇବା ପାଇଁ ଏଚଡିଏଫସି ଏହି ସେୟାରକୁ ସର୍ତ୍ତ ସହ କିଣିଛି ।
ଏଚଡିଏଫସି ଲିମିଟେଡ ନିୟାମକ ସୂଚନାରେ କହିଛି ଯେ, କମ୍ପାନୀ ଏହି ସେୟାରଗୁଡିକର ବନ୍ଧକ ରଖି ସାମାନ୍ୟ କମର୍ସିଆଲ ଉପାୟରେ ଋଣ ନେଇଥିଲେ । ଏହାକୁ 10 ଟଙ୍କା ମୁଲ୍ୟରେ 25.27 କୋଟି ସେୟାର ଅଧିଗ୍ରହଣ କରିଛି ଏଚଡିଏଫସି । ଏହି ସେୟାରଗୁଡିକର ମୋଟ ମୁଲ୍ୟ 252 କୋଟି ଟଙ୍କା ।